କନିମ୍ୱଳ ପଞ୍ଚାୟତ ବିଜେପି ସରପଞ୍ଚ ଓ ସମିତିସଭ୍ୟ ଙ୍କ ପ୍ରଚାର କାର୍ଯ୍ୟକ୍ରମ

ଜଗତସିଂହପୁର: ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ କନିମ୍ୱଳ ପଞ୍ଚାୟତ ବିଜେପି ସମର୍ଥିତ ସରପଞ୍ଚ ପ୍ରାର୍ଥୀ ଶ୍ରୀମତୀ କବିତା ସାହୁ ଓ ସମିତିସଭ୍ୟ ପ୍ରାର୍ଥୀ ପ୍ରଶାନ୍ତ ଦାଶ ଙ୍କ କାର୍ୟ୍ୟକ୍ରମ ଆରମ୍ଭ ହୋଇଛି । କୋଭିଡ-୧୯ ନିୟମ କୁ ମାନି ଶ୍ରୀମତୀ ସାହୁ ଓ ଶ୍ରୀ ଦାଶ ଭୋଟର ମାନଙ୍କ ଘରେ ପହଂଚି ଜନସାଧାରଣଙ୍କ ପାଇଁ ଉନ୍ନତି ମୂଳକ କାର୍ୟ୍ୟ କରିବେ ବୋଲି ପ୍ରତିଶୃତି ଦେଇଥିଲେ । ଏବଂ ତାଙ୍କ ସହ ଏହି ପ୍ରଚାର କାର୍ୟ୍ୟକ୍ରମ ରେ ଦଳୀୟ କର୍ମୀ ମାନେ ସାମିଲ ହୋଇଥିଲେ ।

Share

Leave a Reply

Your email address will not be published. Required fields are marked *

3 × four =