ଭାରତର ଦମଦାର ବୋଲିଂ

ଲର୍ଡସ: ଭାରତର ଦମଦାର ବୋଲିଂ । ପ୍ରଥମରୁ ଇଂଲଣ୍ଡର ୱିକେଟର ପତନ ଘଟିଛି । ୨ ଓଭରରେ ୩ ରନ ମଧ୍ୟରେ ୨ଟି ୱିକେଟ ହରାଇଛି ଇଂଲଣ୍ଡ । ପ୍ରତମ ଓଭରରେ ବୁମରା ଗୋଟିଏ ୱିକେଟ ଅକ୍ତିଆର କରିଥିବା ବେଳେ ଦ୍ୱିତୀୟ ଓଭରରେ ସାମି ମଧ୍ୟ ଏକ ୱିକେଟ ଅକ୍ତିଆର କରିଛନ୍ତି । ଭାରତ ଦ୍ୱିତୀୟ ପାଳିରେ ୨୯୮ ରନ କରି ପାଳି ଘୋଷଣା କରିଛି । ତେବେ ଇଂଲଣ୍ଡ ଆଗରେ ବିଜୟ ଲାଗି ୨୭୩ ରନର ବିଜୟ ଲକ୍ଷ୍ୟ ରହିଛି । ଏବେ ଦଳ ଲାଗି ବ୍ୟାଟିଂ ଜାରି ରଖିଛନ୍ତି ଅଧିନାୟକ ଜୋ ରୁଟ୍ ଏବଂ ହମେଦ । ଭାରତକୁ ଜିତିବା ଲାଗି ଅ୍ଧମ ୮ଟି ୱିକେଟ ଆବଶ୍ୟକ ରହିଛି ।

Share

Leave a Reply

Your email address will not be published. Required fields are marked *

nineteen − 3 =