Thursday, October 29, 2026
Latestଜାତୀୟ

ହ୍ରଦରେ ପହଁରୁଛି ମଣିଷ ମୁହଁ ଥିବା ମାଛ, ଦେଖନ୍ତୁ

ଲୋକଙ୍କୁ ଆଚମ୍ବିତ କଲା ଭଳି ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଚୀନର ମିଆଓ ଗାଁରେ ଥିବା ଏକ ହ୍ରଦରେ ମଣିଷ ଚେହେରା ଭଳି ଦେଖାଯାଉଥିବା ମାଛକୁ ପହଁରିବାର ଦେଖାଯାଇଛି।

ଏହି ଭିଡିଓକୁ ଜଣେ ମହିଳା ନିଜ କ୍ୟାମେରାରେ ରେକର୍ଡ କରିଛନ୍ତି। ଭିଡିଓରେ ସ୍ପଷ୍ଟ ଦେଖାଯାଉଛି ଯେ, ମାଛଟି ପହଁରି ପହଁରି ନଦୀର କୂଳକୁ ଆସି କିଛି ଖାଇବାକୁ ଚେଷ୍ଟା କରୁଛି। ଟୁଇଟରରେ ଏହି ଭିଡିଓ ସେୟାର ହେବାର କିଛି ସମୟ ମଧ୍ୟରେ ଏହାକୁ ୫ ଲକ୍ଷରୁ ଅଧିକ ଭ୍ୟୁ ଓ ୧୭ ହଜାରରୁ ଅଧିକ ଲାଇକ୍ସ ମିଳିଥିଲା।

Share

Leave a Reply

Your email address will not be published. Required fields are marked *

5 × 2 =