ହସପିଟାଲରେ ଭୟାବହ ଅଗ୍ନିକାଣ୍ଡ

ମୁମ୍ବାଇ ସ୍ଥିତ ଏକ ଘରୋଇ ହସପିଟାଲରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ମୁମ୍ବାଇର ଏସିକ୍ ହସପିଟାଲରେ ଏହି ଦୁର୍ଘଟଣା ଘଟି ୩ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି । ୧୫ଜଣଙ୍କୁ ଡାକ୍ତରଖାନାରୁ ଉଦ୍ଧାର କରାଯାଇଛି । ସେହି ହସପିଟାଲ ଭିତରେ ଆହୁରି ପ୍ରାୟ ୧୦ଜଣ ରୋଗି ଫସିରହିଥିବା ସଂନେ୍ଦହ କରାଯାଉଛି । ଅଗ୍ନିଶମ ବିଭାଗ ଆସି ନିଆଁ ଲିଭାଇବା କାର୍ଯ୍ୟରେ ନିୟୋଜିତ ଅଛନ୍ତି ।

Share

Leave a Reply

Your email address will not be published. Required fields are marked *

14 + 12 =