ସିବିଆଇ ହାତରେ ଚିଟଫଣ୍ଡ ନର୍ବାହୀ ନିର୍ଦ୍ଦେଶକ

ଭୁବନେଶ୍ୱର–ନିର୍ମଳ ଚିଟଫଣ୍ଡ ସଂସ୍ଥାର ନିର୍ବାହୀ ନିର୍ଦ୍ଦେଶକ ନିରଂଜନ ସାକ୍ସେନା ସିବିଆଇ ଦ୍ୱାରା ଗିରଫ ହୋଇଛନ୍ତି ।ଏହା ପୁର୍ବରୁ ଏହି ସଂସ୍ଥାର ୨ ଜଣଙ୍କୁ ସିବିଆଇ ଗିରଫ କରିଥିଲା । ଓଡିଶା ସମେତ ବିଭିନ୍ନ ରାଜ୍ୟରେ ଚିଟଫଣ୍ଡ ଜରିଆରେ କୋଟି କୋଟି ଟଙ୍କା ହେରଫେର କରିଥିବା ଜଣାପଡିବା ପରେ ଏହା ବିରୋଧରେ ତଦନ୍ତ ଚାଲିଥିଲା ।

Share

Leave a Reply

Your email address will not be published. Required fields are marked *

eighteen − 8 =