ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ୨୩୧୦ଟଙ୍କାରେ ମିଳିବ ସୋରେଜ ଏବଂ ପାଣି କନେକ୍ସନ

ନୂଆଦିଲ୍ଲୀ()  ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଙ୍କ ବଡ଼ ଘୋଷଣା । ଦିଲ୍ଲୀବାସୀଙ୍କୁ ୨୩୧୦ଟଙ୍କାରେ ମିଳିବ ସୋରେଜ ଏବଂ ପାଣି କନେକ୍ସନ । ଏହା ସହ କେଜରିୱାଲ କହିଛନ୍ତି ଭିତିଭୂମିର ଉନ୍ନତିକରଣ ପାଇଁ ଦିଲ୍ଲୀବାସୀଙ୍କ ଠାରୁ ଟଙ୍କା ନିଆଯିବ ନାହିଁ । ପୂର୍ବରୁ ୨ଶହ ମିଟର ଫ୍ଲାଟ ପାଇଁ ୧ ଲକ୍ଷ ୧୪ ହଜାର ୧୧୦ ଟଙ୍କା ଦେବାକୁ ପଡ଼େ । ହେଲେ ୩ଶହ ମିଟର ଫ୍ଲାଟ ପାଇଁ ୧ ଲକ୍ଷ ୨୪ ହଜାର ୧୧୦ ଟଙ୍କା ଦେବାକୁ ପଡ଼ୁଥିଲା । ଏବେ ଯେତେବଡ଼ ଫ୍ଲାଟ ହେଉନା କାହିଁ କେବଳ ୨୩୧୦ଟଙ୍କା ଦେବାକୁ ପଡ଼ିବ ।

Share

Leave a Reply

Your email address will not be published. Required fields are marked *

4 × five =