ପଞ୍ଜାବରେ ବାଣ ବିସ୍ଫୋରଣ ହୋଇ ୧୫ ମୃତ

ଅମୃତସର() ପଞ୍ଜାବରେ ଟ୍ରାକ୍ଟରର ଟ୍ରଲିଟି ବିସ୍ଫୋରଣ କରିବା ଫଳରେ ୧୫ ଜଣଙ୍କର ମୃତ୍ୟୁ ଘଟିଛି ଅନେକ ଆହତ ହୋଇଛନ୍ତି। ପଞ୍ଜାବର ତରନତାରନରେ ଏହି ଦୁର୍ଘଟଣା ଘଟିଛି। ଶ୍ରଦ୍ଧାଳୁମାନେ କୀର୍ତ୍ତନ ପାଇଁ ଟ୍ରାକ୍ଚରରେ ଯାଉଥିବା ବେଳେ ଟ୍ରଲିରେ ବାଣ ରଖିଥିଲେ ବୋଲି ଜଣାପଡ଼ିଛି। କୌଣସି କାରଣରୁ ଏହି ବାଣ ବିସ୍ଫୋରଣ କରିଥିବା ସୂଚନା ରହିଛି। ମୃତକଙ୍କ ଶରୀର ଖଣ୍ଡ ବିଖଣ୍ଡିତ ହୋଇଯାଇଥିବା ସୂଚନା ରହିଛି।

Share

Leave a Reply

Your email address will not be published. Required fields are marked *

sixteen + 20 =