ନୂଆ ତୃତୀୟ ବୃହତମ ବ୍ୟାଙ୍କ

ନୂଆଦିଲ୍ଲି- ଦେଶର ତିନୋଟି ପ୍ରମୁଖ ବ୍ୟାଙ୍କର ଖୁବ ଶୀଗ୍ର ମିଶ୍ରଣ କରାଯିବ ବୋଲି କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟଲି ଘୋଷଣା କରିଛନ୍ତି ଏହି ବ୍ୟଙ୍କ ଗୁଡିକ ହେଲା –ବ୍ୟଙ୍କ ଅଫ ବରୋଦା ,ଦେନା ବ୍ୟଙ୍କ ଓ ବିଜୟା ବ୍ୟାଙ୍କ ।ଏହି ୩ ବ୍ୟାଙ୍କର ମିଶ୍ରଣ ହେଲେ ତାହା ଦେଶର ତୃତ୍ରୀୟ ବୃହତମ ବ୍ୟାଙ୍କ ହେବ । ଏହି ମିଶ୍ରଣ ଫଳରେ ୩ ବ୍ୟଙ୍କ କର୍ମଚାରୀ ମାନଙ୍କର ଚାକିରି ସୁରକ୍ଷିତ ରହିବ ବୋଲି କେନ୍ଦ୍ର ଅର୍ଥମନ୍ତ୍ରୀ ଏକ ସାମ୍ବାଦିକ ସମ୍ମିନୀରେ ଘୋଷଣା କରିଛନ୍ତି ।

Share

Leave a Reply

Your email address will not be published. Required fields are marked *

11 − 5 =