ନୂଆ କ୍ୟାପଟେନ ଜାଡେଜା

ଚେନ୍ନାଇ ସୁପର କିଙ୍ଗ୍ସର ଅଧିନାୟକ ପଦ ଛାଡିଲେ ଧୋନୀ । ଆଇପିଏଲ ଆରମ୍ଭରୁ ମହେନ୍ଦ୍ର ସିଂ ଧୋନୀ ସିଏସକେର ଅଧିନାୟକ ଭାବେ ରହି ଆସିଥିଲେ । ତେବେ ଧୋନୀ ପଦ ଛାଡିବା ପରେ ରବୀନ୍ଦ୍ର ଜାଡେଜାଙ୍କୁ ସିଏସକେର କ୍ୟାପଟେନ ଭାବେ ଦାୟିତ୍ବ ଦିଆଯାଇଛି ।

Share

Leave a Reply

Your email address will not be published. Required fields are marked *

three × 1 =