କଂଗ୍ରେସର ନବସଂକଳ୍ପ ଶିବିର

ନୂଆ ପିସିସି ସଭାପତି ଦାୟିତ୍ବ ନେବା ପରେ ଶରତ ପଟ୍ଟନାୟକ ଦଳକୁ ସଜାଡିବା କାମ ଆରମ୍ଭ କରିଛନ୍ତି । ଆସନ୍ତା ଜୁନ ପହିଲାରୁ ଦୁଇଦିନ ପାଇଁ କଂଗ୍ରେସ ନବ ସଂକଳ୍ପ ଶିବିର ଆୟୋଜନ କରିଛି । ଦଳ ଛାଡିଥିବା ନେତାଙ୍କୁ ଦଳକୁ ଫେରାଇ ଆଣିବା ପାଇଁ ଉଦ୍ୟମ କରାଯିବ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି । ଶିବିରରେ ସମସ୍ତ ବିଧାୟକ, ପୂର୍ବତନ ବିଧାୟକ ଓ କାର୍ଯ୍ୟକର୍ତ୍ତା ଯୋଗଦେବେ । ତୃଣମୂଳସ୍ତରରୁ ଦଳକୁ ସଜାଡିବା ପାଇଁ ଶିବିରରେ କାର୍ଯ୍ୟପନ୍ଥା ସ୍ଥିର କରାଯିବ । 2024 ସାଧାରଣ ନିର୍ବାଚନ ପାଇଁ ଶିବିରରେ ରୋଡମ୍ୟାପ ପ୍ରସ୍ତୁତ କରାଯିବ ।

Share

Leave a Reply

Your email address will not be published. Required fields are marked *

nine + twelve =