Friday, October 30, 2026
Health

ପ୍ଲାଷ୍ଟିକ କପରେ ଚା’ ପିଉଛନ୍ତି କି ? ହୋଇଯାଆନ୍ତୁ ସାବଧାନ

ଅନେକ ଲୋକ ଚା’ ପିଇବା ପାଇଁ ପସନ୍ଦ କରିଥାନ୍ତି । କିନ୍ତୁବାହାରେ ପ୍ଲାଷ୍ଟିକ୍ କପ୍ରେ ଚା’ ପିଉଥିଲେ ହେଇଯାଆନ୍ତୁ ସାବଧାନ । କାରଣ ଏହା ମଧ୍ୟରେ ଥିବା ପ୍ଲାଷ୍ଟିକ୍ କୋଟିଂ ତାପମାତ୍ରା ଯୋଗୁ ଏକ ପ୍ରକାର ପ୍ରତିକ୍ରିୟା କରିଥାଏ। ଏଥିରୁ ସୃଷ୍ଟି ହେଉଥିବା ରାସାୟନିକ କ୍ରିୟା ଯୋଗୁ ୫୨ ପ୍ରକାର କର୍କଟ ରୋଗ ସୃଷ୍ଟି ହୋଇଥାଏ।

ଆମେରିକା କେମିକାଲ ରିସର୍ଚ୍ଚ ସେଣ୍ଟର ପକ୍ଷରୁ ହୋଇଥିବା ଏକ ଗବେଷଣା ରିପୋର୍ଟରେ ଉଲ୍ଲେଖ ରହିଛି। ସେହିପରି ପଲିଥିନ୍ ପେପରରେ ଖାଦ୍ୟ ଖାଇବା ଦ୍ୱାରା ମଧ୍ୟ ଏସବୁ କର୍କଟ ରୋଗ ଦେଖାଦେବା ଆଶଙ୍କା ରହିଥାଏ ବୋଲି ଏହି ରିସର୍ଚ୍ଚରୁ ଜଣାପଡିଛି ।

Share

Leave a Reply

Your email address will not be published. Required fields are marked *

twenty − 20 =