Friday, October 30, 2026
Latestମନୋରଞ୍ଜନ

୫୩ରେ ପାଦ ଦେଲେ କିଙ୍ଗ୍ ଖାନ୍

ଆଜି ବଲିଉଡ୍ର କିଙ୍ଗ୍ ଖାନ୍ଙ୍କ ଜନ୍ମଦିନ। ୫୩ ବର୍ଷ ବୟସରେ ଶାହାରୁଖ । ଚଳଚ୍ଚିତ୍ରରେ ଚମତ୍କାର ଅଭିନୟ କରି ଅନେକ ସମ୍ମାନର ଅଧିକାରୀ ହେବା ସହ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି ଶାହାରୁଖ୍ ।ନିଜ ପ୍ରିୟ ଅଭିନେତାଙ୍କୁ ଜନ୍ମଦିନର ଅଭିନନ୍ଦନ ଜଣାଇବା ପାଇଁ ରାତି ୧୨ଟାରୁ ମନ୍ନତ ଆଗରେ ଫ୍ୟାନଙ୍କ ଭିଡ ଜମିଥିଲା। ଶାହାରୁଖ୍ ମଧ୍ୟ ଛାତ ଉପରକୁ ଆସି ପ୍ରଶଂସକଙ୍କୁ ହାତ ହଲାଇ ଅଭିବାଦନ ଜଣାଇଥିଲେ।

Share

Leave a Reply

Your email address will not be published. Required fields are marked *

fifteen + 19 =