ରାନୁଙ୍କୁ ୫୫ ଲକ୍ଷ ଟଙ୍କାର ଉପହାର

ଷ୍ଟେସନରେ ଗୀତ ଗାଇ ରାତାରାତି ଷ୍ଟାର ପାଲିଟି ଯାଇଥିବା ରାନୁ ମଣ୍ଡଳ ।ରାନୁଙ୍କ ସୁରିଲା କଣ୍ଠ ତାଙ୍କୁ ହିମେଶ ରଶମିଆଁଙ୍କ ପାଖରେ ପହଞ୍ଚାଇଥିଲା। ହିମେଶଙ୍କ ଅପ କମିଂ ଫିଲ୍ମରେ ରାନୁ ଗୋଟେ ଗୀତ ଗାଇ ସାରିଲେଣି।ସେଥିଲାଗି ରାନୁଙ୍କୁ ପାରିଶ୍ରମିକ ମିଳିସାରିଛି।ବଲିଉଡର ଭାଇଜାନ ସଲମାନ ଖାନଙ୍କ ଆଗାମୀ ଫିଲ୍ମରେ ରାନୁ ମଣ୍ଡଳଙ୍କୁ ଗୀତ ଗାଇବେ ବୋଲି ସୋସିଆଲ ମିଡ଼ିଆରେ ବୋଲି ଚର୍ଚ୍ଚା ହେଉଛି।

ରାନୁ ମଣ୍ଡଳଙ୍କୁ ଗୋଟେ ବଡ଼ ଘର ସଲମାନ ଖାନ ଦେଇଛନ୍ତି ବୋଲି ମଧ୍ୟ ସୋସିଆଲ ମିଡିଆରେ ଖବର ଭାଇରାଲ ହେଉଛି।ସେହି ଘରର ଦାମ ୫୫ ଲକ୍ଷ ଟଙ୍କା ରହିଛି।

ଷ୍ଟେସନରେ ଲତା ମଙ୍ଗେସ୍କରଙ୍କ ଗୀତ ‘ଏକ ପ୍ୟାର କା ନଗମାଟ୍ଟ.. ଗୀତ ଗାଉଥିବା ଦେଖି ଏତିନ୍ଦ୍ର ଚକ୍ରବର୍ତ୍ତୀ ନାମକ ଯୁବକ ଗୀତକୁ ରେକଡିଂ କରିଥିଲେ।ଗୀତଟିକୁ ସୋସିଆ ମିଡ଼ିଆରେ ଭାଇରାଲ କରାଯାଇଥିଲା।

Share

Leave a Reply

Your email address will not be published. Required fields are marked *

eleven + thirteen =