ଜାଣନ୍ତି କି ନିର୍ବଦ୍ଧରେ କେତେ ଟଙ୍କାର ମୁଦି ପିନ୍ଧିଥିଲେ ଅନୁଷ୍କା

ମୁମ୍ବାଇ: ବିବାହକୁ ନେଇ ସମସ୍ତେ ଉତ୍ସାହିତ ଥାନ୍ତି। ସେ ସେଲିବ୍ରେଟି ହୁଅନ୍ତୁ କିମ୍ବା ସାଧାରଣ ଲୋକ। ବିବାହ ବେଳେ ଅନେକ ରୀତିନୀତି କରାଯାଉ ଥିବାବେଳେ ସେଥିମଧ୍ୟରୁ ନିର୍ବନ୍ଧ ଅନ୍ୟତମ। ଯେଉଁଥିରେ ଝିଅ ପୁଅ ହାତରେ ଓ ପୁଅ ଝିଅ ହାତରେ ମୁଦି ଟିଏ ପିନ୍ଧାଇଥାନ୍ତି। ଏହି ପରମ୍ପରାରୁ ବାଦ୍ ପଡି ନ ଥିଲେ ବିରୁଷ୍କା। ତେବେ ଅନୁଷ୍କା ତାଙ୍କ ନିର୍ବନ୍ଧରେ ପ୍ରାୟ ୧ କୋଟି ଟଙ୍କାର ମୁଦି ପିନ୍ଧିଥିଲେ। ଡିସେମ୍ବର ୧୭ରେ ଏହି ଯୋଡ଼ି ବିବାହ କରିଥିଲେ। ଏହି ରିଙ୍ଗକୁ ତାଙ୍କ ପାଇଁ ବିରାଟ ନିଜେ ବାଛିଦେଇଥିଲେ।

Share

Leave a Reply

Your email address will not be published. Required fields are marked *

six − six =