ବିଚିତ୍ର ପୋଷାକରେ ନଜର ଆସିଲେ ଏହି ଅଭିନେତ୍ରୀ

ରିୟା ଚକ୍ରବର୍ତ୍ତୀ ଏବେ ବଲିଉଡରେ ନିଜର ସମ୍ପର୍କକୁ ନେଇ ବେଶ ଚର୍ଚ୍ଚାରେ ଅଛନ୍ତି। ସୁଶାନ୍ତ ସିଂହ ରାଜପୁତଙ୍କ ସହ ନିଜ ସମ୍ପର୍କକୁ ନେଇ ବେଶ ଚର୍ଚ୍ଚାରେ ଅଛନ୍ତି ରିୟା । କିଛି ଦିନ ତଳେ ଦୁହେଁ ଅଲଗା ପ୍ରକାର ଲୁକରେ ନଜର ଆସିଥିଲେ। ସୁଶାନ୍ତ ସିଂହ ରାଜପୁତ ସବୁ ଥର ଭଳି ଡ୍ୟାନସିଙ୍ଗ ଅବତାରରେ ଦେଖାଯାଇଥିଲେ ଏବଂ ରିୟା ଚକ୍ରବର୍ତ୍ତି ତାଙ୍କର ଫ୍ୟାଶନ୍ ସେନ୍ସକୁ ନେଇ ଟ୍ରୋଲ୍ ହୋଇଥିଲେ।

ବିଚିତ୍ର ଧରଣର ପ୍ୟାଣ୍ଟ ପିନ୍ଧିଛନ୍ତି ଯାହା ଫଳରେ ଲୋକେ ସୋଶିଆଲ ମିଡିଆରେ ତାଙ୍କୁ ପରିହାସ କରୁଛନ୍ତି। ଜଣେ ୟୁଜର ଲେଖିଛନ୍ତି ଯେ ତାଙ୍କୁ କିଛି କ୍ଷଣ ଏହି ଫଟୋ ଦେଖି ଲାଗିଥିଲା ଯେ ତାଙ୍କ ଗୋଡ଼ରେ ଫ୍ରାକ୍ଚର ହୋଇଛି।

ରିୟା ‘ସୋନାଲି କାବଲେ’,‘ମେରେ ଡାଡ କି ମାରୁତି’,‘ଜଲେବି’ ଭଳି ଫିଲ୍ମରେ କାମ କରିଛନ୍ତି। ଏବେ ସେ ତାଙ୍କର ଆଗାମୀ ଫିଲ୍ମ ‘ଚେହରେ’ ଫିଲ୍ମର ସୁଟିଂରେ ବ୍ୟସ୍ତ ଅଛନ୍ତି।

Share

Leave a Reply

Your email address will not be published. Required fields are marked *

3 − one =