Friday, October 30, 2026
Latestମନୋରଞ୍ଜନ

ପ୍ରଥମ ଦିନରେ ୧୦ କୋଟି

ମୁମ୍ବାଇ() ଏଥର ଫ୍ରାଇଡେ ରିଲିଜ ହୋଇଛି ‘ପତି ପତ୍ନୀ ଔର ଓ୍ବ’ । ପ୍ରଥମ ଦିନରୁ ହିଁ କମାଲ କରିଛି ଏହି ଫିଲ୍ମଟି । ଏଥିରେ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି କାର୍ତ୍ତିକ ଆର୍ୟ୍ୟନ, ଭୂମି ପେଡନେକର ଓ ଅନନ୍ୟା ପାଣ୍ଡୋ

ପ୍ରଥମ ଦିନର ବ୍ୟବସାୟରେ ଏହା ଅର୍ଜୁନ କପୁରଙ୍କ ଫିଲ୍ମ ‘ପାନିପତ’କୁ ପଛରେ ପକାଇ ଦେଇଛି। ତେବେ ପ୍ରଥମ ଦିନରେ ‘ପତି ପତ୍ନୀ ଔର ଓ୍ବ’ ୯.୧୦ କୋଟି ଆୟ କରିଥିବା ଜଣାପଡିଛି। ପ୍ରାୟ ୩୦ କୋଟି ଟଙ୍କା ବ୍ୟୟରେ ନିର୍ମାଣ କରାଯାଇଥିବା ଏହି ଫିଲ୍ମ ଭଲ ବ୍ୟବସାୟ କରିବ ବୋଲି ଅନୁମାନ କରାଯାଉଛି।

Share

Leave a Reply

Your email address will not be published. Required fields are marked *

five × 2 =