Friday, October 30, 2026
ମନୋରଞ୍ଜନ

ହଲିଉଡ୍ରେ ଓଡିଆ ଝିଅ

ହାଇ ଫାଇ ଗ୍ରାଫିକ୍ସ, ମନୋଲୋଭା ପିକ୍ଚରାଇଜେସନ ପାଇଁ ଫିଲ୍ମଟି ବେଶ ଦର୍ଶକୀୟ ଆଦୃତି ଲାଭ କରୁଛି ।ସବୁ ବର୍ଗର ଦର୍ଶକଙ୍କ ପ୍ରଥମ ପସନ୍ଦ ପାଲଟିଥିବା ଏହି ଫିଲ୍ମ ରେ ଭିଜୁଆଲ ଇଫେକ୍ଟ ଦେଇଛନ୍ତି ଓଡିଆ ଝିଅ ମିତା । ମିତାଙ୍କ ଘର ଟିଟିଲାଗଡ ଉପଖଣ୍ଡର ବାଙ୍କେଲ ଗାଁରେ । ଟିଟିଲାଗଡରେ ସ୍କୁଲ ଓ କଲେଜ ପାଠ ସାରିବା ପରେ ସେ ଭୁବନେଶ୍ବରରେ ଏନିମେସନ୍ କୋର୍ସ କରିଥିଲେ ମିତା ଦାସ। ଏବେ ସେ ଏଭେଞ୍ଜର ଏଣ୍ଡଗେମ୍ ପରି ହଲିଉଡ୍ ମୁଭିରେ କାମ କରିବାର ସୁଯୋଗ ପାଇ ଚର୍ଚ୍ଚାକୁ ଆସିଛନ୍ତି । ମିତାଙ୍କ ବାପା ଜଣେ ମନ୍ଦିର ପୂଜକ ଓ ମା ଅଙ୍ଗନୱାଡି କର୍ମୀ । ଝିଅର ସଫଳତା ପାଇଁ ପରିବାର ଲୋକଙ୍କ ଛାତି ଏବେ କୁଣ୍ଢେମୋଟ ।

Share

Leave a Reply

Your email address will not be published. Required fields are marked *

2 × four =