Uncategorized

Uncategorized

ଏସବିଆଇ ଜେନେରାଲ ଇନସ୍ୟୁରାନ ପକ୍ଷରୁ ଆର୍ôଥକ ବର୍ଷ ୨୦୨୪-୨୫ର ପ୍ରଥମ ତ୍ରୟମାସରେ ୩୨% ଅଭିବୃଦ୍ଧି ହାସଲ

ଭୁବନେଶ୍ୱର: ଭାରତର ଅନ୍ୟତମ ଅଗ୍ରଣୀ ସାଧାରଣ ବୀମା କମ୍ପାନୀ ଏସବିଆଇ ଜେନେରାଲ ଇନସ୍ୟୁରାନ୍ସ ୨୦୨୪-୨୫ ଆର୍ôଥକ ବର୍ଷର ପ୍ରଥମ ତ୍ରୟମାସରେ ୩୨% ଅଭିବୃଦ୍ଧି ହାସଲ କରିଛି। ଏହି

Read More
Uncategorized

ପ୍ୟାରିସ୍ ୨୦୨୪ ପାରାଲିମ୍ପିକ୍ସ ଗେମ୍‌ସର ଗୋଲ୍ଡ ପ୍ରାୟୋଜକ ଭାବେ ଏସ୍‌ବିଆଇ ଲାଇଫ୍ ପକ୍ଷରୁ ଭାରତୀୟ ପାରାଲିମ୍ପିକ୍ କମିଟି ସହ ସହଯୋଗିତା ସ୍ଥାପନ

ଭୁବନେଶ୍ୱର: ଭାରତର ଅନ୍ୟତମ ସବୁଠୁ ବିଶ୍ୱାସଯୋଗ୍ୟ ଜୀବନ ବୀମା କମ୍ପାନି ଏସ୍‌ବିଆଇ ଲାଇଫ୍ ଇନ୍‌ସ୍ୟୁରାନ୍ସ ପକ୍ଷରୁ ପ୍ୟାରିସ୍ ୨୦୨୪ ପାରାଲିମ୍ପିକ୍ ଗେମ୍‌ସର ଗୋଲ୍ଡ ପ୍ରାୟୋଜକ ଭାବେ ଭାରତୀୟ

Read More
Uncategorized

ଭୁବନେଶ୍ୱରର ୯୧% ବାସିନ୍ଦା ଆସନ୍ତା ୫ ବର୍ଷରେ ଉଚ୍ଚ ସ୍ତରର ଆର୍ଥିକ ଅନିଶ୍ଚିତତା ଆଶଙ୍କା କରୁଛନ୍ତି: ଏବିଏସ୍‌ଏଲ୍‌ଆଇ ଅନିଶ୍ଚିତ ସୂଚୀ ୨୦୨୪

ଭୁବନେଶ୍ୱର: ଆଦିତ୍ୟ ବିର୍ଲା ସନ୍‌ଲାଇଫ୍ ଇନ୍‌ସ୍ୟୁରାନ୍ସ (ଏବିଏସ୍‌ଏଲ୍‌ଆଇ) ପକ୍ଷରୁ ଅନିଶ୍ଚିତ ସୂଚୀ ୨୦୨୪ ରିପୋର୍ଟ ଜାରି କରାଯାଇଛି। ଏଥିରେ ଲୋକମାନଙ୍କ ଆର୍ଥିକ ଭାବନା ଏବଂ ସେଥିପାଇଁ ପ୍ରସ୍ତୁତିକୁ

Read More
Uncategorized

ଜିନ୍ଦଲ ପଲି ଫିଲ୍ମସ୍ ଲିମିଟେଡର ୨୦୨୪-୨୫ ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସିକ ରାଜସ୍ୱରେ ୪୧% ବୃଦ୍ଧି

ଭୁବନେଶ୍ୱର: ଜିନ୍ଦଲ ପଲି ଫିଲ୍ମ ଲିମିଟେଡ୍ ପକ୍ଷରୁ ୨୦୨୪ ଜୁନ୍ ସୁଦ୍ଧା ଶେଷ ତ୍ରୈମାସିକର ଆର୍ଥିକ ଫଳାଫଳ ଘୋଷଣା କରାଯାଇଛି। ବଜାରରେ ଆହ୍ୱାନପୂର୍ଣ୍ଣ ସ୍ଥିତି ସତ୍ୱେ କମ୍ପାନି

Read More
Uncategorized

୮୧% ଭାରତୀୟ ଭାବୁଛନ୍ତି ବର୍ଷର ଯେକୌଣସି ସମୟରେ ଡେଙ୍ଗୁ, ମ୍ୟାଲେରିଆ ହୋଇପାରେ: ଗୁଡନାଇଟ ସର୍ବେକ୍ଷଣ

ଭୁବନେଶ୍ୱର: ଅଧିକାଂଶ ଭାରତୀୟଙ୍କ ମନରେ ଭୟ ରହିଛି ଯେ ମଶା ଜନିତ ରୋଗ ଯେକୌଣସି ସମୟରେ ଆକ୍ରମଣ କରିପାରେ। ଗୋଦରେଜ କଂଜ୍ୟୁମର ପ୍ରଡକ୍ଟସ ଲିମିଟେଡ (ଜିସିପିଏଲ) ପକ୍ଷରୁ

Read More
Uncategorized

ବ୍ୟାଙ୍କ ଅଫ୍‌‌ ବରୋଦା ପକ୍ଷରୁ ଭାରତର ୭୮ତମ ସ୍ୱାଧୀନତା ଦିବସ ପାଳନ

ଭୁବନେଶ୍ୱର/ ମୁମ୍ବାଇ: ଭାରତର ଅନ୍ୟତମ ଅଗ୍ରଣୀ ରାଷ୍ଟ୍ରାୟତ ଉଦ୍ୟୋଗ ବ୍ୟାଙ୍କ ଅଫ ବରୋଦା (ବିଓବି) ପକ୍ଷରୁ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ସହ ଭାରତର ୭୮ତମ ସ୍ୱାଧୀନତା ଦିବସ

Read More
Uncategorized

ମେଟାଲମ୍ୟାନ୍ ଅଟୋ ଲିମିଟେଡ୍ ପକ୍ଷରୁ ସେବି ନିକଟରେ ଡିଆର୍‌ଏଚ୍‌ପି ଦାଖଲ

ଭୁବନେଶ୍ୱର: ମେଟାଲମ୍ୟାନ୍ ଅଟୋ ଲିମିଟେଡ୍ ପକ୍ଷରୁ ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ (ସେବି) ନିକଟରେ ଡ୍ରାଫ୍‌ଟ ରେଡ୍ ହେରିଂ ପ୍ରୋସ୍‌ପେକ୍ଟସ୍ (ଡିଆର୍‌ଏଚ୍‌ପି) ଦାଖଲ କରାଯାଇଛି। ସିଟ୍

Read More
Uncategorized

ବଜାଜ ଆଲିଆଞ୍ଜ ଲାଇଫ୍ ଇଟଚ୍ ସହ ବ୍ୟାପକ ସୁରକ୍ଷା

ଭୁବନେଶ୍ୱର: ମିଆଦୀ ବୀମା ଆର୍ଥିକ ଯୋଜନାର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶରେ ପରିଣତ ହୋଇଥିବା ବେଳେ ତାହା ପଲିିସିଧାରକ ଓ ସେମାନଙ୍କ ପରିବାରକୁ ଆର୍ଥିକ ସୁରକ୍ଷା ଓ ମାନସିକ

Read More
Uncategorized

ଜାତୀୟ ଆକ୍ୱାଟିକ୍ ଚାମ୍ପିଅନ୍‌ସିପ୍ ୨୦୨୪ରେ ମହାରାଷ୍ଟ୍ର ପାଇଁ ଗୌରବ ଆଣିଲେ ସାନ୍‌ଭି ଓ ଆନ୍‌ଭି ଦେଶୱାଲ୍‌

ଭୁବନେଶ୍ୱର: ଭାରତୀୟ ସନ୍ତରଣ ମହାସଂଘ ପକ୍ଷରୁ ନିକଟରେ ଭୁବନେଶ୍ୱରରେ ଅନୁଷ୍ଠିତ ୪୦ତମ ସବ୍‌-ଜୁନିଅର ଓ ୫୦ତମ ଜୁନିଅର ଜାତୀୟ ଆକ୍ୱାଟିକ୍ ଚାମ୍ପିଅନ୍‌ସିପ୍‌ରେ ମହାରାଷ୍ଟ୍ରର ଯମଜ ଭଉଣୀ ସାନ୍‌ଭି

Read More
Uncategorized

ଜାୱା ୟେଜଦି ମୋଟରସାଇକଲସ ପକ୍ଷରୁ ଜାୱା ୪୨ ଉନ୍ମୋଚିତ, ଯାହାର ପ୍ରାରମ୍ଭିକ ମୂଲ୍ୟ ୧.୭୨ ଲକ୍ଷ ଟଙ୍କା ରହିଛି

ଭୁବନେଶ୍ୱର: ଜାୱା ୟେଜଦି ମୋଟରସାଇକଲସ ପକ୍ଷରୁ ୨୦୨୪ ଜାୱା ୪୨କୁ ଉନ୍ମୋଚନ କରାଯାଇଛି। ନୂତନ ଅବତାରରେ ଆସିଥିବା ଏହି ମୋଟରସାଇକଲରେ ଦମଦାର ପ୍ରଦର୍ଶନ, ଉନ୍ନତ ଡିଜାଇନ ଓ

Read More