ମାଲେସିଆରେ ହେବାକୁ ଥିବା ୨୦୨୪ ଏଫଆଇଏମ ଏସିଆ ରୋଡ ରେସିଂ ଚାମ୍ପିଅନସିପ ପାଇଁ ହୋଣ୍ଡା ରେସିଂ ଇଣ୍ଡିଆ ରାଇଡର ପ୍ରସ୍ତୁତ
ଭୁବନେଶ୍ୱର: ଆଗାମୀ ସପ୍ତାହନ୍ତରେ ମାଲେସିଆର ସେପାଙ୍ଗ ଇଂଟରନ୍ୟାସନାଲ ସର୍କିଟରେ ଅନୁଷ୍ଠିତ ହେବାକୁ ଯାଉଛି ୨୦୨୪ ଏଫଆଇଏମ ଏସିଆ ରୋଡ ରେସିଂ ଚାମ୍ପିଅନସିପ (ଏଆରଆରସି)ର ଶେଷ ପୂର୍ବ ରାଉଣ୍ଡ।
Read More