ରାଜ୍ୟ

State

Latestରାଜ୍ୟ

ରାଜ୍ୟର ଋଣଭାର କମିଛି : ରାଜ୍ୟପାଳ

ଭୁବନେଶ୍ୱର () ବିିଧାନସଭା ବଜେଟ ଅଧିବେଶନର ପ୍ରଥମ ଦିନ ରାଜ୍ୟପାଳ ଗଣେଶୀ ଲାଲଙ୍କ ଅଭୁଭାଷଣରୁ ଆରମ୍ଭ ହୋଇଥିବା ବେଳେ ସରକାରଙ୍କ ସଫଳତାର ଲମ୍ବା ତାଲିକା ଦେଇଛନ୍ତି ।

Read More
ରାଜ୍ୟ

ରାଷ୍ଟ୍ର ଗଠନର ସୂତ୍ରଧର ସାଜିବେ ଛାତ୍ର ସମାଜ

ଯାଜପୁର () ସେଣ୍ଟ ଜାଭିୟର ସ୍କୁଲର ପ୍ରଥମ ବାର୍ଷିକ ଉତ୍ସବ ଯାଯପୁର ଜିଲ୍ଲା ବରୁଆଁ ସ୍ଥିତ ସେଣ୍ଟ ଜାଭିୟର ହାଇସ୍କୁଲର ପ୍ରଥମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଅବସରପ୍ରାପ୍ତ

Read More
Latestରାଜ୍ୟ

ଚାଷୀ ପରିବାରର ପିଲାଙ୍କ ପାଇଁ କାଳିଆ ଛାତ୍ରବୃତ୍ତି

କେନ୍ଦୁଝର () କାଳିଆ ଯୋଜନାରେ ହିତାଧିକାରୀ ପରିବାରର ପିଲାମାନଙ୍କ ବୃତ୍ତିଗତ ଉଚ୍ଚଶିକ୍ଷା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ କାଳିଆ ଛାତ୍ରବୃତ୍ତି ଯୋଜନା ଘୋଷଣା କରିଛନ୍ତି । ଆଜି

Read More
Latestରାଜ୍ୟ

ଯୋଗ୍ୟତା ଭିତ୍ତିରେ ଅତିରିକ୍ତ ସଚିବ ପଦକୁ ମିଳିବ ପଦୋନ୍ନତି

ଋାଜ୍ୟ ମନ୍ତ୍ରୀମଣ୍ଡଳ ବୈଠକ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧକ୍ଷତାରେ ଅନୁÂିତ ହୋଇ କେତେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନିଆଯାଇଛି । ଏହି ନିଷ୍ପତି ଅନୁଯାଇ ଏଣିକି ଯୋଗ୍ୟତା ଭିତ୍ତିରେ

Read More
Latestରାଜ୍ୟ

ଆପୋଲୋ ଅଗ୍ନିକାଣ୍ଡର ତଦନ୍ତ ହେବ

ଭୁବନେଶ୍ୱର ଆପୋଲୋ ହସପିଟାଲରେ ଅଗ୍ନିକାଣ୍ଡ ସମ୍ପର୍କରେ ତଦନ୍ତ କରିବାକୁ ଅଗ୍ନିଶମ ବିଭାଗ ଡିଜି ବିକେ ଶର୍ମା ନିଦେ୍ର୍ଧଶ ଦେଇଛନ୍ତି । ଏହି ହସପିଟାଲରେ ଅଗ୍ନି ନିର୍ବାପକ ବ୍ୟବସ୍ଥା

Read More
Latestରାଜ୍ୟ

ଚିଟଫଣ୍ଡ କମିଶନଙ୍କ କାର୍ଯ୍ୟକାଳ ବୃଦ୍ଧି

ରାଜ୍ୟ ସରକାର ଚିଟଫଣ୍ଡ ବ୍ୟାପାରରେ ତଦନ୍ତ କରୁଥିବା କମିଶନଙ୍କ କାର୍ଯ୍ୟକାଳ ଆଜି ଆଉ ୬ମାସ ପାଇଁ ବୃଦ୍ଧି କରିଛନ୍ତି । ଚଳିତ ମାସ ୪ତାରିଖରେ ଚିଟଫଣ୍ଡ କମିଶନ

Read More
ରାଜ୍ୟ

ଓଡ଼ିଶାର ‘କାଳିଆ’ ପ୍ରଧାନମନ୍ତ୍ରୀ କୃଷକ ସମ୍ମାନ ନିଧି ଠାରୁ ଅଧିକ ସୁରକ୍ଷିତ ଓ ବିଶାଳ

ଭୁବନେଶ୍ୱର () ଆସନ୍ତା ନିର୍ବାଚନରେ ଚାଷୀଙ୍କ ମନ କିଣିବା ଲକ୍ଷରେ କେନ୍ଦ୍ରରେ ନରେନ୍ଦ୍ର ମୋଦି ସରକାର ମଧ୍ୟବର୍ତ୍ତିକାଳୀନ ବଜେଟରେ ଚାଷୀଙ୍କୁ ବାର୍ଷିକ 6ହଜାର ଟଙ୍କାର ସହାୟତା ଦେବାକୁ

Read More
Latestରାଜ୍ୟ

କଲି କ୍ୟାବିନେଟ, ମନ୍ତ୍ରୀ ପରିଷଦ ବୈଠକ

ଭୁବନେଶ୍ୱର () ଆସନ୍ତାକାଲି ରାଜ୍ୟ କ୍ୟାବିନେଟ ବୈଠକ । ଅପରାହ୍ନ 5ଟା 30ରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ କ୍ୟାବିନେଟ ବୈଠକ ଅନୁଷ୍ଠିତ ହୋଇଛି । ତିନିଦିନ ତଳେ କ୍ୟାବିନେଟ

Read More