କ୍ରୀଡା

Latestକ୍ରୀଡା

ହକି ସ୍ମାରକୀ ଡାକ ଟିକେଟ ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ

ବିଶ୍ୱକପ ହକି ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟ ସଚିବାଳୟ ଠାରେ ୫ଟି ସ୍ମାରକୀ ଡାକ ଟିକେଟ ଉନୋ୍ମଚନ କରିଛନ୍ତି । ଏହି ଉନ୍ମୋଚନ ଉସ୍ôବରେ

Read More
Latestକ୍ରୀଡା

ମାଇଁ ହାର୍ଟ ବିଟ୍‌ ଫର ହକି

କଳିଙ୍ଗରେ 1975ର ସ୍ବର୍ଣ୍ଣିମ ସେନା ଭୁବନେଶ୍ବର ()  ଉଦ୍‌ଘାଟନୀ ଉତ୍ସବରେ ୧୯୭୫ ମସିହାର ବିଶ୍ବକପ୍ ବିଜେତା ଭାରତୀୟ ଦଳର ଉପସ୍ଥିତି କଳିଙ୍ଗର ଚମକପ୍ରଦ ମହୋଲକୁ ଆହିରୁ ଚମକାଇ

Read More
Latestକ୍ରୀଡା

କଳିଙ୍ଗରେ କିଙ୍ଗଖାନ

ଓଡ଼ିଶାରେ ପହଞ୍ଚିଛନ୍ତି ଶାହରୁଖ୍ । ଅପରାହ୍ନ ୫ଟା ସମୟରେ ସେ ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିଛନ୍ତି । ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ପହଞ୍ଚିବା ପରେ ସେଠାରୁ ରିହର୍ସାଲ୍

Read More
Latestକ୍ରୀଡା

28 ତାରିଖ 2.30ରେ ଖୋଲିବ ବାରବାଟି ଷ୍ଟାଡିୟମ

ଭୁବନେଶ୍ବର: ହକି ବିଶ୍ବକପ ପାଇଁ ଆସନ୍ତାକାଲି ଭୁବନେଶ୍ବର କଳିଙ୍ଗ ଷ୍ଟାଡିୟମରେ ଉଦଘାଟନୀ ଉତ୍ସବ ହେବାକୁ ଥିବାବେଳେ ଆସନ୍ତା ୨୮ ତାରିଖରେ କଟକ ବାରବାଟୀ  ଷ୍ଟାଡିୟମରେ ଏକ ସାଂସ୍କୃତିକ

Read More
Latestକ୍ରୀଡା

ସୁପର ମମଙ୍କ ବିଶ୍ୱ ରେକର୍ଡ

ମହିଳା ବକ୍ସିଂ ବିଶ୍ୱ ଚାମ୍ପିୟନ୍ଶିପ୍ରେ ବହୁଚର୍ଚ୍ଚିତ ଭାରତୀୟ ବକ୍ସିଂ ତାରକା ମ୍ୟାରୀ କମ୍ ନିଜର ଷଷ୍ଠ ସ୍ଵର୍ଣ୍ଣ ପଦକ ହାସଲ କରିଛନ୍ତି। ୪୫-୪୮ କିଲୋଗ୍ରାମ୍ ବର୍ଗରେ ୟୁକ୍ରେନ୍ର

Read More
Latestକ୍ରୀଡା

ବର୍ଷା ପାଇଁ ଦ୍ୱିତୀୟ ଟି-୨୦ ବାତିଲ

ବର୍ଷା ଯୋଗୁଁ ମେଲବର୍ଣ୍ଣ ଟି-୨୦କୁ ଶୁକ୍ରବାର ରଦ୍ଦ କରି ଦିଆଯାଇଛି। ରିପୋର୍ଟ ଅନୁସାରେ ବାରମ୍ବାର ବର୍ଷା ଦାଉ ସାଜିବାରୁ ପ୍ରଥମେ ଅଷ୍ଟ୍ରେଲିଆ ଇନିଂସକୁ ୧୯ ଓଭର କରି

Read More
Latestକ୍ରୀଡା

ଆଡିଦାସ ପ୍ରତିଭାବାନ କ୍ରୀଡ଼ାବିତ୍ ତାଲିକାରେ ମନପ୍ରୀତ

ଭୁବନେଶ୍ବର () :  ବିଶ୍ବର ଅଗ୍ରଣୀ କ୍ରୀଡ଼ା ବ୍ରାଣ୍ଡ୍ ଆଡିଦାସର ବର୍ଦ୍ଧିତ ପ୍ରତିଭାବାନ କ୍ରୀଡ଼ାବିତ୍ଙ୍କ ତାଲିକାରେ ସାମିଲ ହୋଇଛନ୍ତି ଅର୍ଜୁନ ପୁରସ୍କାର ବିଜେତା ତଥା ହକି ଖେଳାଳୀ

Read More