ରାଜନୀତି

politics

Latestରାଜନୀତି

ବିଜେଡିର ନିର୍ବାଚନ ପାଣ୍ଠି ସଂଗ୍ରହ ଅଭିଯାନ

ଆସନ୍ତା ନିର୍ବାଚନ ପାଇଁ ବିଜେଡି ପାଣ୍ଠି ସଂଗ୍ରହ କରିବା ପାଇଁ ଦଳର ସୁପି୍ରମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦଳୀୟ କର୍ମକର୍ତା ମାନଙ୍କୁ ନିଦେ୍ର୍ଧଶ ଦେଇଛନ୍ତି ।

Read More
Latestରାଜନୀତି

ନବୀନ ଜଣେ ନିଃସ୍ୱାର୍ଥପର ନେତା : କେସିଆର

ଭୁବନେଶ୍ୱର () ଓଡିଶା ଗସ୍ତରେ ଆସିଥିବା ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରଶଂସାରେ ପୋତି ପକାଇଛନ୍ତି । ସେ ନବୀନଙ୍କୁ ଜଣେ

Read More
Latestରାଜନୀତି

ହନୁମାନ ହେଉଛନ୍ତି ମୁସଲମାନ୍ : ବିଜେପି ନେତା ବୁକ୍କଲ

ନିଜ ବୟାନକୁ ନେଇ ସବୁବେଳେ ଚର୍ଚ୍ଚାରେ ରହୁଥିବା ବିଜେପି ନେତା ତଥା ମେମ୍ବର ଅଫ ଲେଜିସଲେଟିଭ କାଉନସିଲ ବୁକ୍କଲ ନବାବଙ୍କ ଆରାଧ୍ୟ ଦେବତା ହନୁମାନଙ୍କ ଉପରେ ଆଉ

Read More
ରାଜନୀତି

ବୈଜୟନ୍ତଙ୍କ ବିଜେପି ଯୋଗଦାନ କାହିଁକି ବିଳମ୍ବ ହେଉଛି, ପଢନ୍ତୁ ଜାଣିବେ …

ଭୁବନେଶ୍ବର () ନିଷ୍ପତ୍ତି ନେଇପାରୁନାହାନ୍ତି ବୈଜୟନ୍ତ ପଣ୍ଡା । ଗତ କିଛି ଦିନ ହେଲା ଚର୍ଚ୍ଚା ହେଉଥିଲ ଯେ, ଆସନ୍ତା 24 ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ

Read More
Latestରାଜନୀତି

ମୁଖ୍ୟମନ୍ତ୍ରୀଙ୍କୁ ଉପରାଷ୍ଟ୍ରପତିଙ୍କ ପ୍ରଶଂସା

ନୂଆଦିଲ୍ଲୀ () ବିଧାନସଭା ଓ ସଂସଦରେ ମହିଳାଙ୍କ ପାଇଁ 33 ପ୍ରତିଶତ ସ୍ଥାନ ସଂରକ୍ଷଣ ପ୍ରସ୍ତାବ ସପକ୍ଷରେ ସହମତି ଲୋଡିବାକୁ ଆଜି ବିଜେଡିର ଉଭୟ ଲୋକସଭା ଓ

Read More
ରାଜନୀତି

ବାରମ୍ବାର ହାରୁଛୁ, ଲାଜ ଲାଗୁନି … ଅପରାଜିତା ଏମିତି କାହିଁକି କହିଲେ ପଢନ୍ତୁ ଜାଣିବେ …

ଭୁବନେଶ୍ବର () ବାରମ୍ବାର ଆମେ ହାରିଯାଉଛୁ, ଏଟା ଲାଜ ଲାଗୁନି? ଆମେ କେମିତି ଜିତାଇବା ଏଟା ଦେଖିବା ନା ଏଟା ତା ଲୋକ ତା ଲୋକ, କାହିଁକି

Read More