ଏଚ୍ଏମ୍ଡି ଗ୍ଲୋବାଲ୍ ପକ୍ଷରୁ ନୂଆ ନୋକିଆ ସି୧୨ ପ୍ରୋର ଶୁଭାରମ୍ଭ; ଶକ୍ତିଶାଳୀ ସ୍ମାର୍ଟଫୋନ୍ର ସୁଲଭ ମୂଲ୍ୟ ୬,୯୯୯ ଟଙ୍କାରୁ ଆରମ୍ଭ
ଭୁବନେଶ୍ୱର: ନୋକିଆ ଫୋନ୍ର ଘର କୁହାଯାଉଥିବା ଏଚ୍ଏମ୍ଡି ଗ୍ଲୋବାଲ୍ ପକ୍ଷରୁ ଏହାର ନୋକିଆ ସି୧୨ ସିରିଜ୍ରେ ନୂଆ ସ୍ମାର୍ଟଫୋନ୍ ଭାବେ ନୋକିଆ ସି୧୨ ପ୍ରୋର ଶୁଭାରମ୍ଭ କରାଯାଇଛି
Read More