ଇନ୍ଭଏସ୍ମାର୍ଟରେ ୧,୦୦,୦୦୦ କୋଟି ଟଙ୍କାର ଏମ୍ଏସ୍ଏମ୍ଇ ଇନ୍ଭଏସ୍ ଫାଇନାନ୍ସିଂ ସମ୍ପାଦିତ
ଭୁବନେଶ୍ୱର: ଭାରତର ସର୍ବବୃହତ ଟ୍ରେଡ୍ ରିସିଭେବଲ୍ ଡିସ୍କାଉଟିଂ ବ୍ୟବସ୍ଥା (ଟିଆର୍ିଡିଏସ୍) ପ୍ଲାଟଫର୍ମ ପକ୍ଷରୁ ୧,୦୦,୦୦୦ କୋଟି ଟଙ୍କାର ଏମ୍ଏସ୍ଏମ୍ଇ ଇନ୍ଭଏସ୍ ଫାଇନାନ୍ସିଂ ମାଇଲ୍ଖୁଂଟ ହାସଲ କରିଛି ।
Read More