ଟାଟା ଷ୍ଟିଲ ଫାଉଣ୍ଡେସନ୍ ପକ୍ଷରୁ ଗୋବରଘାଟିରେ ଆୟୋଜିତ ତିନି ଦିନିଆ ଆଦିବାସୀ ଖାଦ୍ୟ ପ୍ରସ୍ତୁତି କର୍ମଶାଳା ଉଦଯାପିତ
କଳିଙ୍ଗନଗର, ଜୁଲାଇ ୭,୨୦୨୫ – ଟାଟା ଷ୍ଟିଲ ଫାଉଣ୍ଡେସନ୍ ଦ୍ୱାରା ଆୟୋଜିତ ତିନି ଦିନିଆ ଆଦିବାସୀ ଖାଦ୍ୟ ପ୍ରସ୍ତୁତି କର୍ମଶାଳା ରବିବାର ଗୋବରଘାଟିରେ ସଫଳତାର ସହିତ ଉଦଯାପିତ
Read More