ସୁଧା ମୂର୍ତିଙ୍କୁ ପଦ୍ମ ଭୂଷଣ ପୁରସ୍କାର

ସୁଧା ମୂର୍ତି ପଦ୍ମ ଭୂଷଣ ଗ୍ରହଣ ଅବଶରରେ କହିଛନ୍ତି ଯେ “ଏହି ପୁରସ୍କାର ପାଇଁ ମୁଁ ଭାରତବାସୀଙ୍କ ନିକଟରେ ଋଣୀ । ମୁଁ ଆଶା କରେ ମୋର ଏହି ସମ୍ମାନ ଆଜିର ଯୁବପିଢ଼ିଙ୍କୁ ସାମାଜିକ କଲ୍ୟାଣମୂଳକ କାର୍ଯ୍ୟକୁ ଏକ ବୃତି ଭାବେ ଗ୍ରହଣ କରିବା ଲାଗି ପ୍ରେରଣା ଦେବ । ଆମ ମହାନ ଦେଶର ନିରନ୍ତର ବିକାଶ ଲାଗି ଏହା ଜରୁରୀ ଅଟେ । ମୁଁ ସର୍ବଦା ଅନୁଭବ କରେ ଯେ ଅଳ୍ପ କିଛି ଲୋକଙ୍କ ଉଦାରତା ଲକ୍ଷ ଲକ୍ଷ ଲୋକଙ୍କ ପାଇଁ ଭରସା ଅଟେ ।’’

Share

Leave a Reply

Your email address will not be published. Required fields are marked *

20 − seven =