ଧନତେରଶ ଭୁଲରେ ବି ଏହି ଜିନିଷ କିଣନ୍ତୁ ନାହିଁ

ଧନତେରଶ ଏକ ବହୁତ ବଡ ପବିତ୍ର ଦିନ ।ଏହି ଦିନରେ ଲୋକେ ନୂଆ ଜିନିଷ ଘରକୁ ଆଣି ପୂଜା କରାଯାଏ । କାରଣ ଏହି ଦିନ ଶୁଭ ବୋଲି ମନାଯାଏ । ଶାସ୍ତ୍ର ଅନୁସାରେ ଏହି ଦିନରେ ଏପରି କିଛି ଜିନିଷ ଘରକୁ ଆଣିବା ଉଚିତ ନୁହେଁ ଯାହା ପାଇଁ ଘରର କ୍ଷତି ହୋଇଥାଏ ।
ଖାଲି ବାସନ- ଏହି ଦିନରେ ଭୁଲରେ ବି ଖାଲି ବାସନ ଘରକୁ ଆଣିବା ଉଚିତ ନୁହେଁ । ଏହା ବହୁତ ଅଶୁଭ ହୋଇଥାଏ ।
ଧାରୁଆ ବସ୍ତୁ – ଏହି ଦିନରେ କୌଣସି ଧାରୁଆ ଜିନିଷ ଘରକୁ ଆଣିବା ଉଚିତ ନୁହେଁ । କାରଣ ଏହା ଅସୁଭ ହୋଇଥାଏ ଏବଂ ମାତା ଲକ୍ଷ୍ମୀ କ୍ରୋଧିତ ହୋଇଥାନ୍ତି ।
କଳା କପଡା – ଏହି ଦିନରେ ଭୁଲରେ ବି କଳା କପଡା କିଣିବା ଉଚିତ ନୁହେଁ ।
କାଚ ବସ୍ତୁ- କାଚ ଜିନିଷ ଏହି ଦିନରେ କିଣିବା ଉଚିତ ନୁହେଁ କାରଣ କାଚ ଜିନିଷ ନାନା ପ୍ରକାର ସମସ୍ୟା ସୃଷ୍ଟି କରିଥାଏ ।

Share

Leave a Reply

Your email address will not be published. Required fields are marked *

three × 3 =