Friday, October 30, 2026
Latestକ୍ରୀଡା

୫ଟା ପରିବେର୍ତ୍ତ ୭ଟାରେ ଖେଳିବେ ଭାରତ-ନେଦରଲ୍ୟାଣ୍ଡ

୫ଟା ପରିବେର୍ତ୍ତ ସନ୍ଧ୍ୟା ୭ଟାରେ ଖେଳାଯିବ ଭାରତ-ନେଦରଲ୍ୟାଣ୍ଡ ମହାମୁକାବିଲା ଓଡ଼ିଶା ପୁରୁଷ ହକି ବିଶ୍ୱକପରେ ଭାରତ ଗୁରୁବାର ଖେଳିବ ସାମ୍ପ୍ରତିକ ଇତିହାସର ସବୁଠୁ ବଡ଼ ମ୍ୟାଚ୍। ସେମିଫାଇନାଲ୍ ଆଶାରେ ଥିବା ଭାରତୀୟ ଦଳ ଆଗରେ ଏବେ ୩ ଥର ବିଜେତା ନେଦରଲାଣ୍ଡ୍ ବଡ଼ ପ୍ରତିବଂଧକ। ଗତ ଥରର ଉପ ବିଜେତା ନେଦରଲାଣ୍ଡକୁ ହରାଇବା ସହଜ ନ ଥିଲେ ବି କଳିଙ୍ଗ ପ୍ରଶଂସକ ଏବଂ ଆଟାକିଂ ହକିକୁ ଆଧାର କରି ଭାରତ ଇତିହାସ ରଚିବା ଲକ୍ଷ୍ୟରେ ରହିଛି। ଗୁରୁବାର ଅପରାହ୍ନ ୪.୪୫ ମିନିଟ ପରିବର୍ତେ ଏହି ମ୍ୟାଚ୍ ରାତି ୭ଟାରେ ଖେଳାଯିବ ବୋଲି ଏଫଆଇଏଚର ସଂଶୋଧିତ ଖେଳସୂଚୀରୁ ଜଣାପଡ଼ିଛି।

Share

Leave a Reply

Your email address will not be published. Required fields are marked *

eleven + 13 =