ରାଜ୍ୟ

ଦିନକୁ ଦିନ କମୁଛି ଶୀତ

ଧିରେ ଧିରେ ବଢୁଛି ରାତି ପାରଦ ।  ଉପକୂଳରେ ପାଖାପାଖି ୩ ଓ ଆଭ୍ୟନ୍ତରୀଣ ଅଞ୍ଚଳରେ ୭ ଡିଗ୍ରୀ ଯାଏ ବଢ଼ିଛି ତାପମାତ୍ରା । ଆଜି ସକାଳ ୫ଟା ୩୦ରେ ଭୁବନେଶ୍ବରରେ ୧୪.୬ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି ।  ସେହିପରି ପଶ୍ଚିମ ଓଡ଼ିଶାରେ ବଢିଲା ଦିନ ତାପମାତ୍ରା । ଝାରସୁଗୁଡ଼ାରେ ୧୪ ଡିଗ୍ରୀ , କେନ୍ଦୁଝରରେ ୧୪.୬ , ପାରାଦୀପରେ ୧୫.୪, ବାଲେଶ୍ବରରେ ୧୬ ଡିଗ୍ରୀ ଓ ପୁରୀରେ ୧୮.୪ ଡିଗ୍ରୀ ରେକର୍ଡ ହୋଇଛି ପାରଦ ।

Share

Leave a Reply

Your email address will not be published. Required fields are marked *

5 × one =