Friday, October 30, 2026
Latestରାଜ୍ୟ

ବନ୍ଧାହେଲେ ଭୁବନେଶ୍ୱର ହୋଟେଲ ନିମନ୍ତ୍ରଣ ଓଟିଡିସି ମ୍ୟାନେଜର ଓ ଠିକା କର୍ମଚାରୀ

ବନ୍ଧାହେଲେ ଭୁବନେଶ୍ୱର ହୋଟେଲ ନିମନ୍ତ୍ରଣ ଓଟିଡିସି ମ୍ୟାନେଜର ଓ ଠିକା କର୍ମଚାରୀ। ମ୍ୟାନେଜର ରାଜ୍ ଅର୍ଦ୍ଧେନ୍ଦୁ ଶେଖର ମହାନ୍ତି ଓ ଠିକା କର୍ମଚାରୀ ସୁନିଲ ଘଡେଇଙ୍କୁ ବାନ୍ଧିଛି ପୋଲିସ୍।

ଭୁବନେଶ୍ୱର ହୋଟେଲ ନିମନ୍ତ୍ରଣରେ ଘୋଟାଲା। ୬ମାସରେ ୧୭ ଲକ୍ଷ ୫୦ହଜାର ଟଙ୍କା ଆତ୍ମସାତ କରିଥିଲେ । ପ୍ରତିଦିନ ଆୟର ୫୦ ପ୍ରତିଶତ ଟଙ୍କା ନିଜ ଆକାଉଣ୍ଟକୁ ନେଇ ଯାଉଥିଲେ ଏହି ଦୁଇ କର୍ମଚାରୀ। ଅଡିଟ ବେଳେ ଜଣାପଡିବା ପରେ ସହିଦନଗର ଥାନାରେ ଏନେଇ ଅଭିଯୋଗ ହୋଇଥିଲା। ଗତକାଲି ଉଭୟଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ସହିଦନଗର ଥାନା ପୋଲିସ୍।

Share

Leave a Reply

Your email address will not be published. Required fields are marked *

10 − one =