Friday, October 30, 2026
Latestଜାତୀୟରାଜନୀତି

ମୋଦିଙ୍କ ମନ୍ତ୍ରୀ ମଣ୍ଡଳରେ ୭୦ ଜଣ କୋଟିପତି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନବଗଠିତ ମନ୍ତ୍ରିମଣ୍ଡଳରେ ୭୭ଜଣ ମନ୍ତ୍ରୀଙ୍କ ୯୦ ପ୍ରତିଶତ ଅର୍ଥାତ ପ୍ରାୟ ୭୦ ଜଣ ମନ୍ତ୍ରୀ କୋଟିପତି ଜ୍ଝ ସେମାଙ୍କ ମଧ୍ୟରୁ କେତେଜଣ ମନ୍ତ୍ରୀ ଅଛନ୍ତି ଯାହାଙ୍କ ସମ୍ପତ୍ତିର ପରିମାଣ ୫୦ କୋଟିରୁ ଅଧିକ ଜ୍ଝ ଏଡିଆର (ଆଶୋସିଏସନ ଫର ଡେମୋକ୍ରାଟିକ ରିଫର୍ମସ ) ପକ୍ଷରୁ ପ୍ରକାଶିତ ରିପୋର୍ଟରୁ ଏହା ଜଣାପଡିଛି ଜ୍ଝ

Share

Leave a Reply

Your email address will not be published. Required fields are marked *

twenty − 15 =