Friday, October 30, 2026
ରାଜ୍ୟ

କରୋନାରେ ଗଲା କାର୍ଯ୍ୟରତ ଶିକ୍ଷକଙ୍କ ଜୀବନ

ବେଗୁନିଆ: ବେଗୁନିଆ ବ୍ଲକ ଡିଙ୍ଗର ପଞ୍ଚାୟତ ଅନ୍ତର୍ଗତ ଲେହଙ୍ଗ ପ୍ରାଥମିକ ବିଦ୍ୟାଳୟରେ କାର‌୍ୟ୍ୟରତ ଶିକ୍ଷକ ପ୍ରକାଶକୁମାର ବେହେରା କରୋନାରେ ଆକ୍ରାନ୍ତ ହୋଇ ଆଜି ସକାଳେ ନିଳାଞ୍ଚଳ କୋଭିଡ ହସ୍ପିଟାଲରେ ମୃତ୍ୟୁବରଣ କରିଥିବାର ତାଙ୍କ ପରିବାର ସୂତ୍ରରୁ ଜଣାପଡ଼ିଛି। ସମ୍ପୃକ୍ତ ପଞ୍ଚାୟତ ଅଧିନସ୍ଥ ଭୁଆଶୁଣିପାଟଣା ଗ୍ରାମର ସ୍ବର୍ଗତ ମେରୁ ବେହେରାଙ୍କ ପୁଅ ପ୍ରକାଶ ଲେହଙ୍ଗ ପ୍ରାଥମିକ ବିଦ୍ୟାଳୟରେ ଦୀର୍ଘ ୮ ବର୍ଷ ହେବ କାର‌୍ୟ୍ୟ ସମ୍ପାଦନ କରିଆସୁଥିଲେ ।

Share

Leave a Reply

Your email address will not be published. Required fields are marked *

one × three =