Friday, October 30, 2026
Latestରାଜ୍ୟ

ଆଉ ୨୨୯ କରୋନା ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ୱର()  ଆଜି ୪୯୫ ଜଣ କରୋ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୨୨୯ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହାସହ ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସୁସ୍ଥ ସଂଖ୍ୟା ୫୯୩୪କୁ ବୃଦ୍ଧି ପାଇଛି । ଗଞ୍ଜାମରୁ ୯୧, ଖୋର୍ଦ୍ଧାରୁ ୨୯, ଗଜପତିରୁ ୨୬, ଝାରସୁଗୁଡ଼ାରୁ ୧୫, ବଲାଙ୍ଗୀରରୁ ୧୨, ଜଗତସିଂହପୁରରୁ ୧୧, ମୟୁରଭଞ୍ଜରୁ ୧୧, ଯାଜପୁରରୁ ୮, କେନ୍ଦ୍ରାପଡ଼ାରୁ ୬, କେନ୍ଦୁଝରରୁ ୫, କଟକରୁ ୪, ସୁନ୍ଦରଗଡ଼ରୁ ୪, ଭଦ୍ରକରୁ ୩, ନୟାଗଡ଼ରୁ ୩, ବରଗଡ଼ରୁ ଜଣେ ଲେଖାଏଁ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି ।

Share

Leave a Reply

Your email address will not be published. Required fields are marked *

three × four =