ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ୭ ହଜାର ୬୧୫କୁ ବୃଦ୍ଧି

ଭୁବନେଶ୍ୱର ()  ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ୭ ହଜାର ୬୧୫ରେ ପହଁଚିଛି । ସେମାନଙ୍କ ମଧ୍ୟରୁ ୧୦୦୩୦୨ ଜଣ ସୁସ୍ଥ ହୋଇଥିବାବେଳେ ୫୮୧୫ ଜଣ ମୃତୁ୍ୟବରଣ କରିଛନ୍ତି । ଅପରପକ୍ଷରେ ୧ ଲକ୍ଷ ୧୪୯୭ ଜଣ ବିଭିନ୍ନ ହସପିଟାଲରେ ଚିକିତ୍ସିତ ହେଉଛନ୍ତି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଏହି ତଥ୍ୟ ପ୍ରଦାନ କରାଯାଇଛି ।
ଆନ୍ଧ୍ରପ୍ରଦେଶ : ୩୮୯୮
ଆସାମ : ୧୫୧୩
ବିହାର : ୪୧୫୫
ଚଣ୍ଡୀଗଡ଼ : ୩୦୧
ଛତିଶଗଡ଼ : ୫୬୪
ଦିଲ୍ଲୀ : ୨୨୧୩୨
ଗୋଆ : ୭୯
ଗୁଜୁରାଟ : ୧୭୬୧୭
ହରିୟାଣା : ୨୬୫୨
ହିମାଚଳ ପ୍ରଦେଶ : ୩୪୫
ଜାମ୍ମୁକାଶ୍ମୀର : ୨୭୧୮
ଝାରଖଣ୍ଡ : ୭୧୨
କର୍ଣ୍ଣାଟକ : ୩୭୯୬
କେରଳ : ୧୪୧୨
ମଧ୍ୟପ୍ରଦେଶ : ୮୪୨୦
ମହାରାଷ୍ଟ୍ର : ୭୨୩୦୦
ଓଡ଼ିଶା : ୨୨୪୫
ପଞ୍ଜାବ : ୨୩୪୨
ରାଜସ୍ଥାନ : ୯୩୭୩
ତାମିଲନାଡ଼ୁ : ୨୪୫୮୬
ତେଲେଙ୍ଗାନା : ୨୮୯୧
ଉତରାଖଣ୍ଡ : ୧୦୪୩
ଉତରପ୍ରଦେଶ : ୮୩୬୧
ପଶ୍ଚିମବଙ୍ଗ : ୬୧୬୮
୭୧୨୩ ଜଣ ଆକ୍ରାନ୍ତଙ୍କୁ କେଉଁ କେଉଁ ରାଜ୍ୟ ତାଲିକାଗୁଡ଼ିକରେ ଅନ୍ତର୍ଭୁକ୍ତ କରାଯିବ ତାହା ସ୍ଥିର କରାଯାଇନାହିଁ ।

Share

Leave a Reply

Your email address will not be published. Required fields are marked *

one × four =