Friday, October 30, 2026
Latestରାଜ୍ୟ

ରାଜମହଲ ଛକରେ ୧ ନମ୍ବର ହାଟ

ଭୁବନେଶ୍ବର: ରାଜମହଲ ଛକକୁ ଉଠିଲା ୧ ନମ୍ବର ହାଟ। ସାମାଜିକ ଦୂରତ୍ୱ ପାଇଁ ହାଟକୁ ସ୍ଥାନାନ୍ତର କରିବା ପାଇଁ ନିଷ୍ପତ୍ତି ନିଆଯାଇଛି। ମହାମାରୀ କରୋନା ପାଇଁ ୪୫ ଦିନ ହାଟ ସ୍ଥାନାନ୍ତର କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ହାଟରେ ଜନଗହଳି ହେଉଥିବାରୁ BMC ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି। ତୁରନ୍ତ ସ୍ଥାନାନ୍ତର ପାଇଁ ବ୍ୟବସାୟୀଙ୍କୁ BMC ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। କରୋନା ପାଇଁ ସାମୟିକ ନିଷ୍ପତ୍ତି ହୋଇଥିବା ସୂଚନା ମିଳିଛି।

Share

Leave a Reply

Your email address will not be published. Required fields are marked *

three × 3 =