Friday, October 30, 2026
Latestରାଜନୀତି

ବିଜେପୁର ପାଇଁ ବିଜେଡି ପ୍ରାର୍ଥୀ ଘୋଷଣା

ଭୁବନେଶ୍ୱର : ବିଜେପୁର ଉପନିର୍ବାଚନ ପାଇଁ ବିଜେଡି ସୁପ୍ରିମୋ ପ୍ରାର୍ଥୀ ଘୋଷଣା କରିଛନ୍ତି। ରୀତା ସାହୁଙ୍କୁ ଦଳ ପ୍ରାର୍ଥୀ କରିଛି। ଆସନ୍ତା ୩୦ରେ ସେ ନାମାଙ୍କନ ଦାଖଲ କରିବେ। ଦୌଡରେ ଅନର୍କ ଆଶାୟୀ ଥିଲେ ମଧ୍ୟ ଶେଷରେ ରୀତା ସାହୁଙ୍କ ଉପରେ ମୋହର ମାରିଛନ୍ତି ସୁପ୍ରିମୋ। ସେପଟେ ନାମାଙ୍କନ ଦାଖଲ ପାଇଁ ବିଜେପୁରରେ ଡେରା ପକାଇଛନ୍ତି ବିଜେଡି ନେତା।

Share

Leave a Reply

Your email address will not be published. Required fields are marked *

12 + 11 =