Friday, October 30, 2026
Latestଜାତୀୟ

ବନ୍ଧା ହେଲେ ପ୍ରଧାନମନ୍ତ୍ରୀଙ୍କ ଝିଅ

ଗିରଫ ହେଲେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ଶରିଫଙ୍କ ଝିଅ ତଥା ପାକିସ୍ତାନ ମୁସଲିମ ଲିଗ୍ ନେତ୍ରୀ ମାରିୟମ ଶରିଫ। । ଭ୍ରଷ୍ଟାଚାର ମାମଲାରେ ଗିରଫ ହୋଇଛନ୍ତି ମାରିୟମ । ସେ ତାଙ୍କ ବାପା ନୱାଜ ଶରିଫଙ୍କୁ କୋଟ ଲାଖପଟ ଜେଲ୍ରେ ଦେଖା କରିବାକୁ ଯାଇଥିବା ବେଳେ ଗିରଫ ହୋଇଛନ୍ତି। ଚୌଧୁରୀ ସୁଗାର ମିଲ୍ ଦୁର୍ନୀତି ମାମଲାରେ ତାଙ୍କୁ ଏନଏବି ବ୍ୟକ୍ତିଗତ ଭାବେ ହାଜର ହେବାକୁ ନୋଟିସ କରିଥିଲା। କିନ୍ତୁ ସେ ନୋଟିସ୍କୁ ବେଖାତିର କରି ନୱାଜଙ୍କୁ ଦେଖା କରିବାକୁ ଯାଇଥିଲେ। ଏହି ସମୟରେ ତାଙ୍କୁ ଗିରଫ କରାଯାଇଛି ।

Share

Leave a Reply

Your email address will not be published. Required fields are marked *

9 + six =