ସଶକ୍ତ ଓ ସମନ୍ୱିତ ଓଡିଶା ଗଠନ ଲକ୍ଷ୍ୟ

କେନ୍ଦ୍ରକୁ ଦେବୁ ଗଠନମୂଳକ ସହଯୋଗ ଭୁବନେଶ୍ୱର () ଏକ ସଶକ୍ତ ଓ ସମନ୍ୱିତ ଓଡିଶା ଗଠନ ପାଇଁ ବିଜେଡିକୁ ପଞ୍ଚମ ଥର ପାଇଁ ଓଡିଶାବାସୀ ଜନଦେଶ ଦେଇଥିବା ବେଳେ ଏହି ପାଳିରେ ରାଜ୍ୟ ସରକାର କେନ୍ଦ୍ର ପ୍ରତି ଭିନ୍ନ ଏକ ଆଭିମୁଖ୍ୟ ନେଇଛି । ରାଜ୍ୟର ବିକାଶ ପାଇଁ କେନ୍ଦ୍ରକୁ ଗଠନମୂଳକ ସହଯୋଗ ଦିଆଯିବ । ଏଥିସହିତ ଏକ ବିକଶିତ ଓଡିଶା ଗଠନର ଯେଉଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି, ତାକୁ ପୂରଣ କରିବା ପାଇଁ ସରକାର ସବୁ ପ୍ରକାର ଉଦ୍ୟମ କରୁଛନ୍ତି । ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ଆଗତ ଧନ୍ୟବାଦ ପ୍ରସ୍ତାବ ଆଲୋଚନାର ଉତ୍ତରରେ ମୁଖ୍ୟମନ୍ତ୍ରୀ ବିଭିନ୍ନ କ୍ଷେତ୍ରରେ ରାଜ୍ୟ ସରକାରଙ୍କ ଲକ୍ଷ୍ୟ ଓ ଆଭିମୁଖ୍ୟର ସୂଚନା ଦେଇ ଏହା କହିଛନ୍ତି ଗଣତନ୍ତ୍ରରେ ଲୋକଙ୍କ ଆଶା ହିଁ ମହତ୍ୱପୂର୍ଣ୍ଣ । ଆଉ ଥରେ ରାଜ୍ୟର ସରକାର

Read more

୧୯ ବର୍ଷରେ ଓଡ଼ିଶାର ଦାବି ୩୮୦୯୪ କୋଟି, ପାଇଛି ୪୫୭୨ କୋଟି

ଭୁବନେଶ୍ୱର()  ଭୀଷଣ ସାମୁଦ୍ରିକ ବାତ୍ୟା ଫନି ଯୋଗୁଁ କ୍ଷତିଗ୍ରସ୍ତ ସାଧାରଣ ସଂପତ୍ତି, ବାସଗୃହ, ଫସଲ, ଗୃହପାଳିତ ପଶୁପକ୍ଷୀ, ଡଙ୍ଗା, ଜାଲ ଅ ।ଦି ବ୍ୟକ୍ତିଗତ ସଂପତ୍ତିର ପରିମାଣ

Read more

ସବୁବର୍ଗର ନାଗରିକଙ୍କୁ ଉତମ ଏବଂ ତ୍ୱରିତ ସେବା ଯୋଗାଣକୁ ଗୁରୁତ୍ୱ

ଭୁବନେଶ୍ୱର()   ରାଜ୍ୟର ବୃହତମ ସ୍ୱାୟତ ସଂସ୍ଥା ଭୁବନେଶ୍ୱର ମହାନଗର ନିଗମରେ ଯୋଗ ଦେଇଛନ୍ତି ନୂଆ କମିଶନର ପ୍ରେମ ଚନ୍ଦ୍ର ଚୌଧୁରୀ ା କାର୍ଯ୍ୟରେ ଯୋଗ ଦେବାକ୍ଷଣି ସବୁବର୍ଗର ନାଗରିକ

Read more

୩୦ରୁ ସାରା ଓଡ଼ିଶାରେ ପ୍ରବଳ ବର୍ଷା

ଭୁବନେଶ୍ବର ()   ଉତ୍ତର ବଙ୍ଗୋପସାଗରରେ ଏକ ଲଘୁଚାପ ଘନୀଭୂତ ହେବା ସମ୍ଭାବନା ଥିବାରୁ ଆସନ୍ତା ଜୁନ୍ ୩୦ରୁ ସାରା ଓଡ଼ିଶାରେ ପ୍ରବଳ ବର୍ଷା ହେବାର ସମ୍ଭାବନା

Read more

ବିରାଟଙ୍କ ବିଶ୍ୱରେକର୍ଡ

୨୦୧୯ ବିଶ୍ବକପ୍ ଅବସରରେ ଦ୍ରୁତତମ ୨୦ହଜାର ରନ୍ ସଂଗ୍ରହ କରିବାର ବିଶ୍ୱରେକର୍ଡ ହାସଲ କଲେ ଇଣ୍ଡିଆନ୍ କପ୍ତାନ୍ ବିରାଟ୍ କୋହଲି । ଓ୍ବେଷ୍ଟଇଣ୍ଡିଜ୍ ବିପକ୍ଷ ମ୍ୟାଚ୍ରେ ହାଫ୍

Read more

୫ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ

ଖଲ୍ଲିକୋଟ()   ବହୁ ଚର୍ଚ୍ଚିତ ସାମ୍ବାଦିକ ତରୁଣ ଆଚାର୍ୟ୍ୟ ହତ୍ୟାକାଣ୍ଡ ମାମଲାରେ ଆଜି ଖଲ୍ଲିକୋଟ ଅତିରିକ୍ତ ଜିଲ୍ଲା ଦୌରା ଜଜ୍ ପ୍ରଥମ କୋର୍ଟରେ ରାୟ ପ୍ରକାଶ ପାଇଛି

Read more

‘ଟିକଟକ’ ପାଇଁ ଟିପଟପ ଦିଦିଙ୍କ ଉପରେ କାର୍ୟ୍ୟାନୁଷ୍ଠାନ

ମାଲକାନଗିରି()  ମାଲକାନଗିରି ଜିଲ୍ଲା ସଦର ହସପିଟାଲର ଝଘଉଟ ଭଳି ଏକ ଗୁରୁତ୍ବପୂର୍ଣ୍ଣ ବିଭାଗରେ ନର୍ସମାନେ ଟିକଟକ ଭିଡିଓ ସୁଟିଂ କରୁଥିବା ଘଟଣାରେ ଜିଲ୍ଲା ମୁଖ୍ୟ ଚିକ୍ିତ୍ସାଧିକାରୀ କାର୍ୟ୍ୟାନୁଷ୍ଠାନ

Read more

ରଜନୀକାନ୍ତ ହେଲେ ଉପବାଚସ୍ପତି

ଭୁବନେଶ୍ୱର()   ଷୋଡଶ ବିଧାନସଭାର ଉପବାଚସ୍ପତି ହେଲେ ବିଜେଡି ବିଧାୟକ ରଜନୀକାନ୍ତ ସିଂହ । ଅନୁଗୁଳ ବିଧାୟକ ରଜନୀକାନ୍ତ ସିଂହ ସର୍ବସମ୍ମତି କ୍ରମେ ନିର୍ବାଚିତ ହୋଇଛନ୍ତି ।

Read more

ମୋ ବସ ଡ୍ରାଇଭରଙ୍କ ମହାନତା, ଫେରାଇଲେ ୪୯,୫00 ଟଙ୍କା

ଭୁବନେଶ୍ୱର () : ସଚ୍ଚୋଟତା ଏକ ଦୁର୍ଲଭ ଗୁଣ। ମାନବିକତା ଏବେ ଆମ ସମାଜରୁ ଧୀରେ ଧୀରେ ହଜିଯାଉଥିବା ବେଳେ ଆମ ସମାଜର କିଛି ବ୍ୟକ୍ତିବିଶେଷଙ୍କ ପାଇଁ

Read more