ବିରାଟଙ୍କ ବିଶ୍ୱରେକର୍ଡ

୨୦୧୯ ବିଶ୍ବକପ୍ ଅବସରରେ ଦ୍ରୁତତମ ୨୦ହଜାର ରନ୍ ସଂଗ୍ରହ କରିବାର ବିଶ୍ୱରେକର୍ଡ ହାସଲ କଲେ ଇଣ୍ଡିଆନ୍ କପ୍ତାନ୍ ବିରାଟ୍ କୋହଲି । ଓ୍ବେଷ୍ଟଇଣ୍ଡିଜ୍ ବିପକ୍ଷ ମ୍ୟାଚ୍ରେ ହାଫ୍ ସେଞ୍ଚୁରି ମାରିବା ସହ ଏହି ରେକର୍ଡ଼କୁ ନିଜ ନାଁରେ କରିଦେଇଛନ୍ତି ବିରାଟ୍ । ରେକର୍ଡ଼ ପାଇଁ ବିରାଟ୍ଙ୍କୁ ମାତ୍ର ୩୭ରନ୍ ଦରକାର ଥିବା ବେଳେ ଦୃଢ଼ ମନୋବଳ ନେଇ ପଡ଼ିଆକୁ ଓହ୍ଲାଇଥିଲେ କପ୍ତାନ କୋହଲି ।ସେ ଦୁଇ କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ୍ ସଚିନ ତେନ୍ଦୁଲକର ଓ ବ୍ରାଏନ୍ ଲାରାଙ୍କୁ ପଛରେ ପକାଇଛନ୍ତି। ବିରାଟ ଭାରତର ତୃତୀୟ ବ୍ୟାଟ୍ସମ୍ୟାନ୍ ଭାବେ ଅନ୍ତର୍ଜାତୀୟ କ୍ରିକେଟରେ ୨୦ହଜାର ରନ୍ ପୂରଣ କରିଛନ୍ତି।

Share

Leave a Reply

Your email address will not be published. Required fields are marked *

twenty − eleven =