ଟିଟୋ ଲିଙ୍କ୍: ବିଜେପି ନେତାଙ୍କୁ ଏସଟିଏଫର ଜେରା

ଭୁବନେଶ୍ୱର () ଟିଟୋ ଲିଙ୍କରେ କେନ୍ଦ୍ରାପଡ଼ାର ବିଜେପି ନେତା ଭୁବନ ମୋହନ ଜେନାଙ୍କୁ ଏସଟିଏଫ ଜେରା କରିଛି। ଟିଟୋ ଲିଙ୍କକୁ ନେଇ ଏସଟିଏଫ୍ ତନାଘନା କରୁଥିବା ବେଳେ ଜାଲରେ ପଡିଛନ୍ତି

Read more