ଶତାଧିକ ପରୀକ୍ଷାର୍ଥୀ RI ପରୀକ୍ଷାରୁ ବଞ୍ଚିତ

ଭୁବନେଶ୍ୱର: ଆଜି ହେଉଥିବା ଆରଆଇ ପରୀକ୍ଷାରେ ସାମ୍ନାକୁ ଆସିଛି ଏକ ବଡ଼ ବିଗ୍ରାଟ । ଶତାଧିକ ପରୀକ୍ଷାର୍ଥୀ ପରୀକ୍ଷା ଦେବାରୁ ବଞ୍ଚିତ ହୋଇଛନ୍ତି ।ଆଡମିଟ୍ କାର୍ଡରେ ସରକାରୀ ମହିଳା ବିଦ୍ୟାଳୟ ଲେଖାହୋଇଥିବା ବେଳେ ଏଠାରେ ହୋଇନି ସେଣ୍ଟର । କଲେଜ ସେଣ୍ଟର ହୋଇନଥିବା କହିଛନ୍ତି ଅଧ୍ୟକ୍ଷ । ତେବେ ପରୀକ୍ଷାର୍ଥୀମାନେ ସେଣ୍ଟରରେ ପହଞ୍ଚିବା ପରେ ନିରାଶ ହୋଇଛନ୍ତି । ତେବେ ଆରଆଇ ପରୀକ୍ଷା ପରିଚାଳନା କରୁଛି ଓଏସଏସଏସସି ।

Share

Leave a Reply

Your email address will not be published. Required fields are marked *

four × five =