ଭିଜିଲାନ୍ସ ପଞ୍ଝାରେ ବିଜେପୁର ବିଡିଓ

ବରଗଡ଼: ଭିଜିଲାନ୍ସ ଜାଲରେ ବିଜେପୁର ବିଡିଓ ପଦ୍ମନାଭ ସାମନ୍ତ । ଭଡ଼ା ଗାଡ଼ିରେ ଟଙ୍କା ନେଇ ଯାଉଥିବାବେଳେ ଧରିଲା ଭିଜିଲାନ୍ସ । ଗାଡ଼ିରେ ୩ ଲକ୍ଷ ୫୧ ହଜାର ୩ ଶହ ଟଙ୍କା ନେଇ ଯାଉଥିବା ବେଳେ ବିଡିଓଙ୍କୁ ଧରିଛି ଭିଜିଲାନ୍ସ । ବିନିକା ବ୍ରିଜ୍ ନିକଟରେ ଭିଜିଲାନ୍ସ ହାତରେ ସେ ଧରାପଡ଼ିଛନ୍ତି । ଟଙ୍କା ହିସାବ ଦେଇ ନପାରିବାରୁ ତାଙ୍କୁ ଅଟକ ରଖାଯାଇଛି । ବିଡିଓଙ୍କୁ ସୁବର୍ଣ୍ଣପୁର ଭିଜିଲାନ୍ସ ଅଫିସ ନେଇ ପଚରାଉଚରା କରୁଛି ।

Share

Leave a Reply

Your email address will not be published. Required fields are marked *

11 − one =