ସିଂହଦ୍ୱାରରେ ଲାଗିଲା ତିନି ରଥ

ପୁରୀ: ସିଂହଦ୍ୱାରରେ ଲାଗିଲା ତିନି ରଥ । ପ୍ରଥମେ କାଳିଆ ଠାକୁରଙ୍କ ନନ୍ଦିଘୋଷ ପରେ ଦର୍ପଦଳନ ଏବଂ ଶେଷରେ ତାଳ ଧ୍ୱଜ ରଥ ପହଞ୍ଚିଛି । ଆଜ୍ଞାମାଳ ଯିବା ପରେ ଟଣା ହୋଇଥିଲା ରଥ । ସେବାୟତମାନେ ସକାଳୁ ସକାଳୁ ମନ୍ଦିର ନିକଟରେ ପହଞ୍ଚି ରଥକୁ ଟାଣି ସିଂହଦ୍ୱାର ସମ୍ମୁଖରେ ଲଗାଇଥିବା ଦେଖିବାକୁ ମିଳିଥିଲା ।

Share

Leave a Reply

Your email address will not be published. Required fields are marked *

5 + two =