ଜାଣନ୍ତୁ ରଥଯାତ୍ରାର ନୀତି ନିର୍ଘଣ୍ଟ

ଭୁବନେଶ୍ୱର: ରଥଯାତ୍ରା ନୀତି ନିର୍ଘଣ୍ଟ :
ଭୋର୍ ୪.୩୦: ମଙ୍ଗଳ ଆଳତୀ
ସକାଳ ୫ଟା: ମଇଲମ, ତଡପଲାଗି, ରୋଷହୋମ
ସକାଳ ୫.୩୦: ଅବକାଶ
ସକାଳ ୫.୪୫: ସୂର‌୍ୟ୍ୟପୂଜା
ସକାଳ ୬ଟା: ଦ୍ୱାରପାଳ ପୂଜା, ବେଶ ଶେଷ
ସକାଳ ୬.୩୦ରୁ ୭.୩୦: ଗୋପାଳ ବଲ୍ଲଭ ଓ ସକାଳ ଧୂପ
ସକାଳ ୮ଟା: ରଥ ପ୍ରତିଷ୍ଠା
ସକାଳ ୮.୧୫: ମଙ୍ଗଳାର୍ପଣ
ସକାଳ ୮.୩୦: ପହଣ୍ଡି ଆରମ୍ଭ
ସକାଳ ୧୧.୩୦- ପହଣ୍ଡି ଶେଷ
ଦିନ ୧୨.୪୫ରୁ ଦିନ ୨ଟା- ଛେରା ପହଁରା
ଦିନ ୨ରୁ ୩ଟା- ଚାରମାଳ ଫିଟା, ଘୋଡ଼ା ଓ ସାରଥୀ ଲାଗିବା
ଦିନ ୩ଟା- ରଥଟଣା ଆରମ୍ଭ

Share

Leave a Reply

Your email address will not be published. Required fields are marked *

nine + 2 =