ମାଟ୍ରିକ ଖାତାଦେଖା ଶେଷ ହୋଇଛି, ଖୁବ୍‌ଶୀଘ୍ର ଫଳ ପ୍ରକାଶ ହେବ

ଭୁବନେଶ୍ୱର() ମାଟ୍ରିକ ପରୀକ୍ଷା ଖାତାଦେଖା ଶେଷ ହୋଇଛି । ଟାବୁଲେସନ ଆରମ୍ଭ ହୋଇଯାଇଛି । ଖୁବ୍‌ଶୀଘ୍ର ଫଳ ପ୍ରକାଶ ନେଇ ତାରିଖ ଘୋଷଣା ହେବ । ତେବେ ପୂର୍ବରୁ ଜୁଲାଇ ୩୧ ସୁଦ୍ଧା ଫଳ ପ୍ରକାଶ ନେଇ ତାରିଖ ଘୋଷଣା କରାଯାଇଥିଲା । ଏନେଇ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି ।

ଚଳିତ ବର୍ଷ ୫.୬ ଲକ୍ଷ ଛାତ୍ରଛାତ୍ରୀ ମାଟ୍ରିକ୍‌ ପରୀକ୍ଷା ଦେଇଛନ୍ତି । ଓଡିଶାରେ ୨ ହଜାର ୮୮୮ କେନ୍ଦ୍ରରେ ହୋଇଥିଲା ମାଟ୍ରିକ୍‌ ପରୀକ୍ଷା । ୧୦୦୦ଟି ସମ୍ବେଦନଶୀଳ କେନ୍ଦ୍ରରେ ଉଉଞଠ ଲଗାଯାଇଥିଲା ।

Share

Leave a Reply

Your email address will not be published. Required fields are marked *

two × two =