ଭୋଟରମାନେ ଗଣତନ୍ତ୍ରର ସଂରକ୍ଷକ : ମୁଖ୍ୟମନ୍ତ୍ରୀ

ଆଜି ହେଉଛି ଜାତୀୟ ଭୋଟର ଦିବସ । ଏହି ଅବସରରେ ବାର୍ତ୍ତା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭୋଟରମାନେ ହେଉଛନ୍ତି ଗଣତନ୍ତ୍ରର ରକ୍ଷକ । ଗଣତନ୍ତ୍ରକୁ ସୁଦୃଢ କରିବା ପାଇଁ ସମସ୍ତ ଯୋଗ୍ୟ ଭୋଟର ସକ୍ରିୟ ଭାବେ ନିର୍ବାଚନ ପ୍ରକ୍ରିୟାରେ ଭାଗ ନେଇ ଦାୟିତ୍ଵପୂର୍ଣ୍ଣ ଭାବେ ମତଦାନ କରିବା ଆବଶ୍ୟକ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

Share

Leave a Reply

Your email address will not be published. Required fields are marked *

17 + four =