ମାଲକାନଗିରି ଛତିଶଗଡ ସିମାରେ ମାଓ ବବର୍ରତା : ପୋଲିସ ଇନଫର୍ମର ସନ୍ଦେହରେ  ଯୁବକଙ୍କୁ  ହତ୍ୟା

ମାଲକାନାଗିରି:  ଛତିଶଗଡ ଦାନ୍ତେୱାଡା ଜିଲ୍ଲା ବଡେଗୁଡରା ଗାଁର ଯୁବକଙ୍କୁ ମାଓବାଦୀମାନେ ଗଳାକାଟି ହତ୍ୟା କରିଛନ୍ତି ।CRPF କ୍ୟାମ୍ପର ମାତ୍ର ୨ଶହ ମିଟର ମଧ୍ୟରେ ହତ୍ୟାକାଣ୍ଡ ଘଟିଛି । ମୃତକ ହେଲେ ଲୋକେଶ କୁଞ୍ଜାମ । ପୋଲିସ ଇନଫର୍ମର ସନ୍ଦେହରେ ମାଓବାଦୀମାନେ ହତ୍ୟା କରିଥିବା ଜଣା ପଡିଛି ।ଗତ ୬ ତାରିଖ ଦିନ ମାଲକାନଗିରି ଛତିଶଗଡ ସିମାନ୍ତ ସୁକୁମା ଜିଲ୍ଲାର ଗୋଲାପାଲ୍ଲି ଜଙ୍ଗଲରେ ୧୫ ଜଣ ନକ୍ସଲ ପୋଲିସ ଗୁଳିରେ ପ୍ରାଣ ହରାଇବା ପରେ  ପ୍ରତିହିଂସା ପରାୟଣ ହୋଇ ମାଓବାଦୀମାନେ ଏଭଳି କାଣ୍ଡ ଭିଆଇଛନ୍ତି ବୋଳି ଅନୁମାନ କରାାଉଛି ା ତେବେ ପୋଲିସ ଘଟଣାସ୍ତଳରେ ପହଂଚି ତନାଘନା ଆରମ୍ଭ କରିଛି ା

Share

Leave a Reply

Your email address will not be published. Required fields are marked *

two × three =