ଖୁଂଟରେ ବାନ୍ଧି ହତ୍ୟା

ଯୁବକଙ୍କୁ ଖୁଂଟରେ ବାନ୍ଧି ହତ୍ୟା । ଏପରି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କଟକ ଜିଲ୍ଲା ସାଲେପୁର ଶଙ୍କରପୁର ଅଂଚଳରେ । ସୂଚନାନୁସାରେ, ଶଙ୍କରପୁର ଅଂଚଳରେ ଜଣେ ଯୁବକଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଥିଲା । ତାଙ୍କୁ କେହି ଖୁଂଟରେ ବାନ୍ଧି ଆକ୍ରମଣ କରିଥିଲେ । ପରେ ପୋଲିସ୍ ଯୁବକଙ୍କୁ ହସ୍ପିଟାଲରେ ଭର୍ତି କରିଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଶବକୁ ବ୍ୟବଛେଦ ପାଇଁ ପଠାଯାଇ ତଦନ୍ତ ଆରମ୍ଭ କରିଛି ପୋଲିସ୍ ।

Share

Leave a Reply

Your email address will not be published. Required fields are marked *

3 × three =