ଏହି କାରଣରୁ ରେକର୍ଡ ଭାଙ୍ଗିବ ସୁନାଦର

ସମଗ୍ର ବିଶ୍ୱରେ ଆର୍ଥିକ ସଙ୍କଟ ଚାଲିଥିବା ବେଳେ ମହଙ୍ଗା ହେବାରେ ଲାଗିଛି ସୁନାଦର । ଗତ ଗୋଟିଏ ସପ୍ତାହ ଧରି ସୁନାର ଦାମ ଆକାଶ ଛୁଇଁବାରେ ଲାଗିଛି । ଏହି ସପ୍ତାହରେ ସୁନା ଦର ସମସ୍ତ ରେକର୍ଡ ଭାଙ୍ଗିବ ବୋଲି ବିଶେଷଜ୍ଞମାନେ କହିଛନ୍ତି ।

ଅନ୍ତରାଷ୍ଟ୍ରୀୟ ବଜାରରେ ସୁନା ମୂଲ୍ୟ ସା୍ ବର୍ଷର ଶିଖରକୁ ପହଞ୍ଚିଛି, ଏହି କାରଣରୁ ଭାରତୀୟ ବଜାରରେ ସୁନା ଦର ଶିଖରରେ ପହଞ୍ଚିବାକୁ ଯାଉଛି । ଗତ ସପ୍ତାହ ୭ ଏପ୍ରିଲରେ ଘରୋଇ ବଜାରରେ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ୪୫,୭୨୦ ଟଙ୍କାକୁ ବୃଦ୍ଧି ପାଇଥିଲା । କିନ୍ତୁ ଏହି ସପ୍ତାହରେ ୧୦ ଗ୍ରାମ ପ୍ରତି ୪୬,୦୦୦ ଟଙ୍କାକୁ ଛୁଇଁପାରେ ବୋଲି ଜଣାପଡିଛି ।

Share

Leave a Reply

Your email address will not be published. Required fields are marked *

7 + 3 =