ଜୟପୁର ପୋଲିସର ବଡ଼ ସଫଳତା

କୋରାପୁଟ: ଜୟପୁର ପୋଲିସର ବଡ଼ ସଫଳତା । ଜବତ କଲା ୧କୋଟି ଟଙ୍କାର ଗଞ୍ଜେଇ । ।ସିଛି । ଅକ୍ସିଜେନ ଟ୍ରକରେ ଗଞ୍ଜେଇ ଲୋଡ ହୋଇ ଯାଉଥିଲା । ଶେଷରେ ପୋଲିସ ହାବୁଡ଼ରେ ଧରାପଡ଼ିଛି । କୋରାପୁଟ ଜିଲ୍ଲା ଜୟପୁରରୁ ୧ କୋଟି ଟଙ୍କାର ଗଞ୍ଜେଇ ଜବତ କରାଯାଇଛି । ୧୨୭୭ କେଜି ଗଞ୍ଜେଇ ଜବତ ହେବା ସହ ୨ଜଣଙ୍କୁ ଗିରଫ କରାଯାଇଛି । ବିଶାଖାପାଟଣାରୁ ନୂଆଦିଲ୍ଲୀ ଯାଉଥିବା ବେଳେ କୋରାପୁଟ ପୋଲିସ ଚଢ଼ାଉ କରିଛି । କୋରାପୁଟ ପୋଲିସର ଏହି ବଡ଼ ସଫଳତାକୁ ସାଧାରଣରେ ପ୍ରଂଶସା କରାଯାଇଛି ।

Share

Leave a Reply

Your email address will not be published. Required fields are marked *

two × three =